#coronaIndiaUpdate: ୨୪ ଘଣ୍ଟାରେ ୧୬୬୯ ବୃଦ୍ଧି, ୪୦ ମୃତ, ୬୪୨ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ ଗତ ୨୪ ଘଣ୍ଟା ଭିତରେ ୧୬୬୯ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସଂଖ୍ୟା ପହଞ୍ଚିଛି ୨୩୦୩୯। ସେହିପରି ୬୪୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କ ମୃତ୍ୟୁ ହୋଇଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନଙ୍କ ହିସାବ ଅନୁସାରେ ବିଶ୍ଵରେ ଆକ୍ରନ୍ତେଙ୍କ ସଂଖ୍ୟା ୨୫ ଲକ୍ଷ ୪୯ ହଜାର୬୩୨ ହୋଇଛି । ୧ଲକ୍ଷ ୭୫ ହଜାର ୮୨୫ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଛି। ନିମ୍ନରେ ଦିଆଯାଇଥିବା ଟେବଲ୍‌ ଉପରେ ଅଧିକ ତଥ୍ୟ ପାଇଁ ନଜର ପକାନ୍ତୁ।

 

କରୋନା ସ୍ଥିତି ସକାଳ ୮ଟା, ୨୪ ଏପ୍ରିଲ୍‌୨୦୨୦

 

ଭାରତ ବିଶ୍ଵ ଓଡ଼ିଶା
୨୩ ଏପ୍ରିଲ ୨୪ ଏପ୍ରିଲ ୨୪ଘଣ୍ଟାରେ ବୃଦ୍ଧି ୨୩ ଏପ୍ରିଲ ୨୪ ଏପ୍ରିଲ ୨୩ ଏପ୍ରିଲ ୨୪ଏପ୍ରିଲ
ପଜିଟିଭ୍‌ ୨୧୩୭୦ ୨୩୦୩୯ ୧୬୬୯ ୨୪,୭୫,୭୨୫ ୨୫୪୯୬୩୨ ୮୩ ୯୦
ସୁସ୍ଥ ୪୩୭୦ ୫୦୧୨ ୬୪୨ ୩୨ ୩୩
ମୃତ ୬୮୧ ୭୨୧ ୪୦ ୧୬୯୧୫୧ ୧୭୫୮୨୫
ଆକ୍ରାନ୍ତ ୧୬୩୧୯ ୧୭୩୦୬ ୯୮୭ ୫୦ ୫୬

 

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

ଉତ୍ତର ଓଡ଼ିଶାରେ କରୋନା ସ୍ଥିତି ସଙ୍କଟଜନକ: ବଙ୍ଗ ଫେରନ୍ତା ବଢ଼ାଉଛନ୍ତି ଚିନ୍ତା, ରାଜ୍ୟରେ ୯୦

ସବୁଠୁ ଧନୀ ମୁକେଶ ଅମ୍ବାନୀ

ସଙ୍ଗରୋଧରେ ସନା ମାରିନ୍

Leave a Reply

Your email address will not be published. Required fields are marked *