Skip to content
  • ବର୍ତମାନ
  • ଅନୁଶୀଳନ
  • କର୍ପୋରେଟ‍୍‌
  • ରାଜନୀତି
  • ଲାଇଫ୍‍
  • ଧର୍ମ
  • ମିଡିଆ ଚର୍ଚ୍ଚା
  • ବ୍ୟକ୍ତିତ୍ୱ
  • ଫିଚର
  • ରାଶିଫଳ
  • ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା
  • facebook
  • twitter
Odisha Time

Odisha Time

Odisha News, Politics, Media | Odia News | Bhubaneswar

advt

  • ବର୍ତମାନ
  • ଅନୁଶୀଳନ
  • କର୍ପୋରେଟ‍୍‌
  • ରାଜନୀତି
  • ଲାଇଫ୍‍
  • ଧର୍ମ
  • ମିଡିଆ ଚର୍ଚ୍ଚା
  • ବ୍ୟକ୍ତିତ୍ୱ
  • ଫିଚର
  • ରାଶିଫଳ
  • ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବର୍ତମାନ

୨୯ଟଙ୍କା ବଢ଼ିଲା ଏଲ୍‍ପିଜି ଦର, ଭୁବନେଶ୍ୱରରେ ୯୬୦

କାହିଁକି ସୁନା କିଣା ଉପରେ କଟକଣା ଜାରି କଲେ ସରକାର, ଏଥିରେ ଆମେ କିଭଳି ପ୍ରଭାବିତ ହେବା- ବିସ୍ତୃତ ଅନୁଶୀଳନ

ବିଜେପି ଶାସନରେ ଓଡ଼ିଶା କୋଣଠେସା କହିଁକି?

ମାସକୁ ବନ୍ଦ ହେଉଛି ୨ ହଜାର ଓ୍ୱେବସାଇଟ୍‍; ଅର୍ଥ ବାଧକ ନୁହେଁ କିନ୍ତୁ କାହିଁକି?

ବଦଳିଲା ମେମୁ ଟ୍ରେନ୍ ସମୟସୂଚୀ: ଆଜିଠାରୁ ନୂଆ ସମୟରେ ଚାଲିଲା ଅନୁଗୁଳ-ପୁରୀ ଏବଂ ଭଦ୍ରକ-କଟକ ମେମୁ

ବିଜେପିରେ ରାଘବ ସମୀକରଣ: ଟଳମଳ ହେଲାଣି ବିଜେଡି- କିଏ ସେ ୪ ନେତା?

ଦେବୋତ୍ତର ଜମିର ସୁରକ୍ଷା ପାଇଁ ନିର୍ଦ୍ଦେଶ, ସପ୍ତହକୁ ୩ ଦିନ ବସିବ ରିଭିଜନାଲ କୋର୍ଟ

ଏପ୍ରିଲ ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଆଲୋଚନା ହେବ ମହିଳାଙ୍କା ଭାଗିଦାରୀ ପ୍ରସଙ୍ଗ

Top 10 Odia News Headlines: ଆସିବେ ରାଷ୍ଟ୍ରପତି; ଅନିଶ୍ଚିତତାରେ ଆମେରିକା-ଇରାନ ଆଲୋଚନା

ନାଟକ ଭଲ ଥିଲା ତ ! …

Tuesday, August 04, 2026
ବର୍ତମାନ

#covid19: ଜୁନ୍‌ ୩୦କୁ ବଢ଼ିଲା ଆୟକର, ଜିଏସ୍‌ଟି ରିଟଣ୍ଣ ଦାଖଲ ସମୟ ସୀମା

bureau March 24, 2020

ଭୁବନେଶ୍ଵର, (ଓଟଇ): କୋଭିଡ୍‌-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍‌ଡାଉନ୍‌କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ ଦାଖଲ ସମୟ ସୀମା ଜୁନ୍‌ ୩୦ ରହିବ। ୨୦୧୮-୧୯ ଆର୍ଥତକ ବର୍ଷ ପାଇଁ ରିଟଣ୍ଣ ଦାଲଖ ସୀମାକୁ ବୃଦ୍ଧି କରାଯାଇଥିବା କୁହାଯାଇଚି।  ଅର୍ଥମନ୍ତ୍ରଣାଳୟର ଏହି ପଦକ୍ଷେପ ଅଯଥା ଭୀଡ଼ କମାଇବା ତଥା କୋଭିଡ୍‌-୧୯ର ସଂକ୍ରମଣକୁ ଲାଘବ କରିବା ଲାଗି ଉଦ୍ଦିଷ୍ଟ। 

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥାହେବାବେଳେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବିଳମ୍ବିତ ଟିକସ ଦାଖଲ ଲାଗି ପୂର୍ବରୁ ଯେଉଁ ପେନାଲ୍ଟି ଦେବାକୁ ପଡ଼ୁଥିଲା ତାହାକୁ ୧୨ ପ୍ରତିଶତରୁ ୯ ପ୍ରତିଶତକୁ ଖସାଇ ଦିଆଯାଇଛି। 

ଜିଏସ୍‌ଟି କ୍ଷେତ୍ରରେ ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣ କେହଳ ବ୍ୟବସ୍ଥା ଆପଣାଇଛନ୍ତି। ମାର୍ଚ-ଏପଅିଲ୍‌-ମେର ଜିଏଏସ୍‌ଟି ରିଟଣ୍ଣ ଏବଂ କମ୍ପୋଜେିଟ୍‌ ରିଟଣ୍ଣ ଦାଖଲ ସମୟସୀମାକୁ ମଧ୍ୟ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି।  ୫ କୋଟି ଯାଏ କାରବାର ହେଉଥିବା କମ୍ପାନୀମଙ୍କ ଜିଏସ୍‌ଟି ରିଟଣ୍ଣ ଉପରେ କୌଣସି ବିଳମ୍ବିତ ଦେୟ, ଜୋରିମାନା ରାଶି ଲାଗୁ ହେବ ନାହିଁ। ୧୫ ଦିନ ଭିତରେ ଜିଏସ୍‌ଟି ଦାଖଲ କରୁଥିଲେ କୌଣସି ବିଳମ୍ବିତ ଦେୟ ଦେବାକୁ ପଡ଼ିବ ନାହିଁ।  

ଏହା ସହ ଅର୍ଥନୀତି ସ୍ତରରେ ସରକାରଙ୍କ ସହା୍ରତା ପ୍ୟାକେଜ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବାଲି ସେ ସୂଚନା ଦେଇଛନ୍ତି। 

ସଞ୍ଚୟ ଖାତା ପାଇଁ କୌଣସି ସର୍ବନିମ୍ନ ରାଶି ବାଧ୍ୟତାମୂଳକ ହେବ ନାହିଁ। ଏଥିଲାଗି ଆଉ ଅତିରିକ୍ତ ପେନାଲ୍ଟି ଦେବାକୁ ପଡ଼ିବ ନାହିଁ। ସେହିଭଳି ଅନ୍ୟ ଏଟିଲମ୍‌ରୁ ଟଙ୍କା ଉଠାଣରେ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।  ଡିଜିଟାଲ୍‌ କାବାରରେ ବ୍ୟାଙ୍କକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଆଧାର-ପାନ୍‌ ଲିଙ୍କ୍‌କୁ ଜୁନ୍‌ ୩୦ ଯାଏ ବଢ଼ାଇ ଦିଆଯାଇଛି। 

 

 

Fiscal package

Post navigation

ନଖରାମି ଛାଡ଼ିନାହାନ୍ତି କନିକା
‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

Download Our Android App

Odisha Time June 7, 2026

୨୯ଟଙ୍କା ବଢ଼ିଲା ଏଲ୍‍ପିଜି ଦର, ଭୁବନେଶ୍ୱରରେ ୯୬୦

Odisha Time May 14, 2026

କାହିଁକି ସୁନା କିଣା ଉପରେ କଟକଣା ଜାରି କଲେ ସରକାର, ଏଥିରେ ଆମେ କିଭଳି ପ୍ରଭାବିତ ହେବା- ବିସ୍ତୃତ ଅନୁଶୀଳନ

Odisha Time May 9, 2026

ବିଜେପି ଶାସନରେ ଓଡ଼ିଶା କୋଣଠେସା କହିଁକି?

Comments

  • ଶାରଦା ପ୍ରସନ୍ନ ଜେନା on ବିଜେପିକୁ ମିଳିବ କି ବିହାର ୱାକଓଭର୍ ?
  • Biswanath mahakud on ଫସିଯିବେ କି ‘କେଚୁଆ’ !…
  • Himansu Bhusab Behera on ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ
  • Ghasiram Panda on କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?
  • Sudhir Mishra on ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ
OdishaTime.com