ବାରବାଟୀ ଷ୍ଟାଡିୟମ୍‌କୁ ବାହାରିଲେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଦଳ

ଭୁବନେଶ୍ଵର, (ଓଟି): ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଏକ ଦିବସୀୟ ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳିମାନେ ଭୁବନେଶ୍ଵରରୁ ଗସ୍ତ ଆରମ୍ଭ କରିଛନ୍ତି। ଆସନ୍ତା ୪୦ ମିନିଟ୍‌ ମଧ୍ୟରେ ସେମାନେ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିବେ ବୋଲି ଆଶା କରାଯାଉଛି। 

କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳି, ଅମ୍ପାୟାର୍‌ ଓ ଅଫିସିଆଲ୍‌ ବସ୍‌ ଯୋଗେ ଭୁବନେଶ୍ଵରର ମେ’ ଫେୟାର୍‌ ହୋଟେଲ୍‌ଠାରୁ ନିର୍ଦ୍ଧାରିତ ସମୟରେ କଟକ ବାରବାଟୀ ଷ୍ଟାଡିୟମ୍‌କୁ ଯାତ୍ରା କରିଛନ୍ତି। 

 

Leave a Reply

Your email address will not be published.