ପ୍ରମୋଦ ଭଗତଙ୍କୁ ୩୦ ଲକ୍ଷ ୯୫ ହଜାର
ଭୁବନେଶ୍ଵର, (ଓଟି): ବିଡବ୍ଲୁ ଏଫ୍ ପାରା ବ୍ୟାଡ୍ ମିଣ୍ଟନ ଚମ୍ପିୟାନଶିପ୍ରେ ସ୍ଵଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କୁ ଯୁବ ସଭାଜର ଆଦର୍ଶ ବୋଲି ବଣ୍ଣନା କରିବା ସହ ତାଙ୍କୁ ୩୦ ଲକ୍ଷ ୯୫ ହଜାର ଟଙ୍କା ପୁରସ୍କାର ରାଶି ପଅଦାନ କରିଛନ୍ତି।