୫୪୨ରୁ ୩୨୭ରେ ଏନ୍‌ଡିଏ ଆଗୁଆ, ୧୦୪ରେ ୟୁପିଏ

ବିଜେପି ନେତୃତ୍ଵାଧୀନ ଏନ୍‌ଡିଏ ଦେଶରେ ଆଗକୁ ବଢ଼ି ଚାଲିଛି। ସମୁଦାୟ ୫୪୨ ଲୋକସଭା ଆସନ ଭିତରୁ ୩୨୭ଟିରେ ଏନ୍‌ଡିଏ ଆଗକୁ ବଢ଼ି ଚାଲିଛି। କେବଳ ବିଜେପି ୨୮୯ ଆସନରେ ଆଗକୁ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଏହି କ୍ଷେତ୍ରରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏର ୧୦୪ ପ୍ରାର୍ଥୀ ଆଗରେ ରହିଛନ୍ତି। ଅନ୍ୟ ଦଳକୁ ୧୧୧ଟି ଆସନରେ ସଫଳତା ମିଳିଛି। ଏହି ଧାରା ଜାରି ରହିଲେ ଆଗକୁ ବିଜେପି ପୁଣିଥରେ କ୍ଷମତା ଫେରିଆ ଧାରା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published.