ସ୍ୱାଧିନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ସିପ୍ରା

ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡିରେ ଦଳୀୟ ଟିକଟକୁ ନେଇ ଥିବା ଅସନ୍ତୋଷ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସାମ୍ନାକୁ ଆସିଛି। ବିଜେଡିର ଗଡ କୁହାଯାଉଥିବା କେନ୍ଦ୍ରାପଡ଼ାରେ ସ୍ଥାନୀୟ ନେତାଙ୍କ ପରିବର୍ତ୍ତେ ଜିଲ୍ଲା ବାହାରର ନେତାଙ୍କୁ ପ୍ରାର୍ଥୀ କରାଯାଇଥିିବାରୁ ଏହି ଅସନ୍ତୋଷ ଦେଖାଦେଇଛି। ଫଳରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଦଳ ନିଷ୍ପତ୍ତି ବିରୋଧରେ ସ୍ୱାଧିନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବହୁ ମାନସମନ୍ଥନ ପରେ ଦଳ ସୁପ୍ରିମୋ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଶଶୀଭୂଷଣ ବେହେରାଙ୍କ ନାଁ ଘୋଷଣା କରିଛନ୍ତି । ଯାହାକୁ ନେଇ ସିପ୍ରା ଅସନ୍ତୁଷ୍ଟ ଅଛନ୍ତି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published.