୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ଶୁକ୍ରବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ଅନୁସାରେ ବଡ଼ସାହି ଆସନରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଲିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସ ନିର୍ବାଚନ ଲଢ଼ିବେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

Leave a Reply

Your email address will not be published. Required fields are marked *