ଶନିବାର ଦିନ ଖାଆନ୍ତୁନାହିଁ ଏହି ଜିନିଷ, ଲାଗିପାରେ ଶନିଦୋଷ

ଶାସ୍ତ୍ରରେ ପ୍ରତିଦିନର ଖାଦ୍ୟ ପାଇଁ କିଛି ନିୟମ ରହିଛି । ଏହି ନିୟମକୁ ମାନି ଚଳିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ସବୁ ନୀତିନିୟମ ମାନି ଚଳିବା ସମ୍ଭବ ନୁହେଁ । କିନ୍ତୁ ଆପଣ ସପ୍ତାହର କେବଳ ଗୋଟିଏ ବାରର ନିୟମ ମାନି ଚଳିବା ପାଇଁ ଚେଷ୍ଟା କରିପାରିବେ ଏବଂ ଏହା ଆପଣଙ୍କ ପାଇଁ ଭାଗ୍ୟ ଉନ୍ନତି ଆଣିଦେବ । ସପ୍ତାହର ଶନିବାର ଶନିଦେବଙ୍କ ପାଇଁ ଉଦ୍ଦିଷ୍ଟ । ଆପଣ ଏହି ବାରରେ ଏଭଳି କିଛି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ, ଯାହା ଦ୍ୱାରା ଆପଣଙ୍କ

ଉପରେ ଶନିଙ୍କର କୋପଦୃଷ୍ଟି ପଡ଼ିପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଶନିବାରେ ଗ୍ରହଣ କରିବା ଉଚିତ୍ ନୁହେଁ –
୧- ଶନିବାର ଦିନ ଦୁଧ ଓ ଦହି ସେବନ କରୁଥିଲେ, ସେଥିରେ ଚିନି କିମ୍ବା ଗୁଡ଼ ମିଶାନ୍ତୁ । ଆଚାର ଓ ଅନ୍ୟ ଖଟା ଜିନିଷ ଖାଆନ୍ତୁ ନାହିଁ ।
୨- ଶନିବାର ମସୁର ଡାଲି, ସୋରିଷ ତେଲ, ଲାଲ୍ ଲଙ୍କା କିମ୍ବା ଲଙ୍କାଗୁଣ୍ଡ ବ୍ୟବହାର କରନ୍ତୁ ନାହିଁ ।
୩- ବାସି ଖାଦ୍ୟ ଖାଆନ୍ତୁ ନାହିଁ ।

ଘରେ ଭଗବାନଙ୍କ ମୂର୍ତ୍ତି ରଖିଥିଲେ, ଜାଣନ୍ତୁ ଏ ସମ୍ପର୍କିତ କିଛି ନିୟମ 

ଆଲମାରୀ ବଦଳାଇବ ଆପଣଙ୍କ ଭାଗ୍ୟ 

Leave a Reply

Your email address will not be published. Required fields are marked *