ବିଜେଡି ରାଜନୀତିରେ ‘ବର୍ଷା’;  ଅସ୍ତ୍ର ସାଜିଛି, ରଥୀଙ୍କୁ କରିଛି ତଳିତଳାନ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଯଦିଓ ମୌସୁମୀ ବାୟୁ ଓଡ଼ିଶା ଆକାଶ ଅତିକ୍ରମ କରିସାରିଛି, କିନ୍ତୁ ଓଡ଼ିଶା ରାଜନୀତିକ ଆକାଶରେ ‘ବର୍ଷା’ ଥମି ନାହିଁ। ବାଲେଶ୍ଵର, କଟକ ପରେ ଏବେ ପଶ୍ଚିମାଞ୍ଚଳର ପଦମପୁର ରାଜନୀତିରେ ‘ବର୍ଷା’ କୁ ନେଇ ଚର୍ଚ୍ଚା ଚାଲିଛି।  ତାଙ୍କରି … Read More

ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍‌ ଚାଲିନି।  ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି।  ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ … Read More

ପାରସ୍ପରିକ ସହଭାଗିତା ନିମନ୍ତେ ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର , (ଓଡ଼ିଶାଟାଇମ୍‌)  : ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ … Read More

ବିଜେପିର ଗୁଜରାଟ ଟେନସନ୍

 ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଗୁଜରାଟ ନିର୍ବାଚନ କେବଳ ବିଜେପି ପାଇଁ ନୁହେଁ ମୋଦୀ-ଶାହଙ୍କ ପାଇଁ  ଏକ ଭାଗ୍ୟ ଓ ଭବିଷ୍ୟତର ପ୍ରଶ୍ନ । କ’ଣ ହେବ ଏଥରର ରେଜଲ୍‌ଟ । ସରକାର ବିରୋଧୀ ହାୱାରେ ପ୍ରଭାବିତ ହେବ କି ବିଜେପି ?  … Read More

ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ତାଙ୍କରି ନାଁ ହିଁ ପ୍ରାର୍ଥୀଙ୍କ ପାଇଁ … Read More

ବାଲିଯାତ୍ରା ଭଳି ଓଡ଼ିଶାର ଆଉ ୫ ବଡ଼ ମେଳା, ଯେଉଁସବୁ ପାଇଁ ଲୋକଙ୍କ ଭିଡ଼ ଜମେ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଛି ବାଲିଯାତ୍ରା । ଆମର ଗୌରବମୟ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇବା ଲାଗି ଏହା ଏକ ସୁେଯୋଗ ଭାବେ ଆମ ପଢ଼ି ତଥା ଆମ ପର ପିଢ଼ି ଆଗର ଠିଆ ହୋଇଛି । … Read More

ରୁଦ୍ର, ଶତରୂପା, ସୁପ୍ରିୟା, ପ୍ରତିଭା, ଏଲିସାଙ୍କୁ ଲାଡ୍‌ଲି ମିଡିଆ ସମ୍ମାନ

ଭୁବନେଶ୍ବର, ( ଓଡ଼ିଶାଟାଇମ): ସାମାଜିକ ଲିଙ୍ଗଗତ ସମାନତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବା  ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କ ସମେତ  ରାଜ୍ୟର 4 ଜଣ ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ  ୨୦୨୧ ବର୍ଷ ପାଇଁ ଲାଡଲୀ ମିଡିଆ ସମ୍ମାନ ମିଳିଛି। … Read More

ଧାମନଗର ଉପନିର୍ବାଚନ: ରବିବାର ଫଳ ହେଲେ ଛାତିଏ ଛନକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ନିର୍ବାଚନ ସରିଛି ହେଲେ ଛନକା ଯାଇନି । ଖୋଦ୍‍ ବିଜେଡିର ଗଡ଼ପତି ତଥା ଅନୁଶୀଳନକାରୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନଙ୍କ ମନରେ ଆଶଙ୍କା ଯେ, ରବିବାର ଫଳାଫଳ ପାର୍ଟିକୁ ନିରାଶ କରିପାରେ! କାରଣ ବୁଥ ଫେରନ୍ତା … Read More

କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି  ଖସିଲା ପଥର, ରାଜ୍ୟ ସରକାର ବି ନିଦରେ

ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ … Read More

ରିଲାଏନ୍ସ ଫାଉଣ୍ଡସନ ପରାମର୍ଶରେ ବରଗଡ଼ର ଚାଷୀ ନରୋତ୍ତମଙ୍କୁ ସଫଳତା

ବରଗଡ (ରିଲାଏନ୍ସ ଫାଉଣ୍ଡସନ): ବରଗଡ଼ ଜିଲ୍ଲା ଷୋହେଲା ବ୍ଲକର ପନିମୋର ଗାଁର ଜଣେ ସଫଳ ଯୁବ ଚାଷୀ ହେଉଛନ୍ତି ନରୋତ୍ତମ ନାଗ। ତାଙ୍କୁ ବୟସ ମାତ୍ର ୨୮। ହେଲେ ନିଜ ଉଦ୍ୟମ ଓ ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ ଦ୍ଵାରା ସେ … Read More