ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ କରୋନା ମହାମାରୀ, ଡବ୍ଲୁଏଚଓ ପ୍ରମୁଖ ଦେଲେ ଚେତାବନୀ
ନୂଆଦିଲ୍ଲୀ,(ଓଡିଶା ଟାଇମ୍):କରୋନା ଭାଇରସ୍ ସଂକ୍ରମଣ ମାମଲା କମୁଥିବା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ରବିବାର ଦିନ ଚେତାବନୀ ଦେଇଛି ଯେ, କୋଭିଡ୍ ମହାମାରୀ ନିଶ୍ଚିତ ଭାବେ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ । ସେ ସରକାରଙ୍କୁ କହିଛନ୍ତି ଯେ, ଆମେ ନିଜର … Read More