ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର, ନିବେଶ ହେବ ୩ ହଜାର କୋଟି
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ପାରାଦୀପ ବନ୍ଦରକୁ ୩,୦୦୪.୬୩ କୋଟି ଟଙ୍କା ବିନିମୟରେ ଏକ ବିଶ୍ୱ-ସ୍ତରୀୟ ଆଧୁନିକ ବନ୍ଦର ଭାବରେ ବିକଶିତ କରାଯିବ । ଯେଉଁଥିରେ ବଡ଼ ଆକାରର କ୍ୟାପ୍ସାଇଜ ଜାହାଜକୁ ମଧ୍ୟ ସମ୍ଭାଳିବାର କ୍ଷମତା ରହିବ । ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରାଳୟ … Read More