ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨୧୯, ରେଡ୍‌ ଜୋନ୍‌ରେ ଗଞ୍ଜାମ, ଅରେଞ୍ଜରେ ମୟୁରଭଞ୍ଜ ଓ ଜଗତସିଂହପୁର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଆଜି ସକାଳ ୭ଟାରେ ଯେଉଁ ସଂଖ୍ୟା  ୨୦୫ ଥିଲା ତାହା ସନ୍ଧ୍ୟା୭ଟା ବେଳକୁ ୨୧୯ରେ ପହଞ୍ଚିଛି। ଅର୍ଥାତ୍‌ ଗଲା ୧୨ ଘଣ୍ଟାରେ ୧୪ଜଣ ନୂଆ ଶରୀରରେ କରୋନା … Read More

ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ ପାଇଁ ନିର୍ଦ୍ଦେଶ

ମୁମ୍ବାଇ(ଓଡ଼ିଶା ଟାଇମ୍‌): ଏଣିକି ମୁମ୍ବାଇରେ ଘରୋଇ ଡାକ୍ତରମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ କାମ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ନିର୍ଦ୍ଦେଶ ହୋଇଛି। ଦେଶର ମହାରାଷ୍ଟ୍ରରେ ମହାମାରୀ କରୋନା ପ୍ରଭାବ ସବୁଠାରୁ ଅଧିକ ଥିବାବେଳେ ପ୍ରାୟ ୭୦୦ ଜୀବନ … Read More

ଜଣେ କିଣିଲେ ୫୩ ହଜାର ଟଙ୍କାର ମଦ, ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ(ଓଡ଼ିଶା ଟାଇମ୍‌): ଲକଡାଉନ୍‌ ନିୟମ କୋହଳ ହେବା ପରେ କର୍ଣ୍ଣାଟକରେ ସବୁ ମଦ ଦୋକାନ ଖୋଲିଛି। ଏପରିକି ଦିନକରେ ୪୫ କୋଟି ଟଙ୍କାର ମଦ କାରବାର କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି।  କେବଳ ସେତିକି ନୁହେଁ ଗୋଟିଏ ମଦ ଦୋକାନାରୁ ଜଣକୁ … Read More

#OdishaFightsWithCorona: ମୋଟ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ଓଡ଼ିଶା। ନିରନ୍ତର ଭାବେ କରୋନାକୁ ହରାଇବା ପାଇଁ ଉଦ୍ୟମ କରାଯାଉଛି। ତଥାପି କମୁନି ସଂକ୍ରମଣ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ସାଧାରଣରେ ଚିନ୍ତା ମଧ୍ୟ ବଢୁଛି। ଏଭଳି ସ୍ଥିତିରେ ରାଜ୍ୟରେ ମୋଟ … Read More

ପାହାଡ଼ରୁ ଧସିଲା ପଥର , ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ରେଳ ଧାରଣାରେ କାମ ଚାଲିଥିଲା। ହଠାତ୍‌ ଧସେଲା ପାହାଡ଼ରୁ ପଥର। ମାଡ଼ି ଆସିଲା ବିପଦ। ଏହି ଦୁର୍ଘଟଣା ଫଳରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ବୋରା ନିକଟରେ ଏଭଳି ଦୁର୍ଘଟଣା … Read More

#IndiaFightsWithCorona: ୩୦ ପ୍ରକାର ଭ୍ୟାକ୍ସିନ ପରୀକ୍ଷଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ବିଶ୍ଵ ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନା ପାଇଁ ଅନେକ ଦେଶରେ ଔଷଧ ବା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି। ଏହିକ୍ରମରେ ଭାରତ ମଧ୍ୟ ଦୌଡ଼ର ଆଗରେ ରହିଛି।   ସମ୍ପ୍ରତି ପ୍ରାୟ ୩୦ରୁ ଅଧିକ ଟିକା ବିକଶିତ ପର୍ଯ୍ୟାୟରେ … Read More

ବାଣ ବିସ୍ଫୋରଣ, କୋଠା ଭୁଶୁଡ଼ି ୨ ମୃତ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଘରେ ରଖାଯାଇଥିବା ବାଣ କୌଣସି କାରଣରଉ ବିସ୍ଫୋରଣ ଘଟିବା ପରେ ସ୍ଥିତି ବଡ଼ ସାଂଘାତିକ ହୋଇପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳି ଯାଇଛି। ସୂଚନା ଅନୁସାରେ ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ … Read More

ତେଲେଙ୍ଗାନାରେ ଲକ୍‌ଡାଉନ୍‌ ସୀମା ବଢ଼ାଇଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲାଗୁ ହୋିଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ମାସ ୨୯ ତାରିଖ ଯାଏ ବଢ଼ାଇଛନ୍ତି।  ସାମ୍ବାଦିକମାନଙ୍କୁ ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରର ରାଓ କହିଛନ୍ତି ସନ୍ଧ୍ୟା ୬ଟା ସୂୁଦ୍ଧା ଲୋକମାନଙ୍କୁ … Read More

ଆଜି ସ୍ନାନ ପୂଣ୍ଣମୀ, ଜୁନ ୫ ତାରିଖ ରାଶିଫଳ

ମେଷ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ । କାହାପାଇଁ କେମିତି? ୧- … Read More

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): କମୁନି ସଂକ୍ରମଣ। ବଢୁଛି ଚିନ୍ତା। ମହାମାରୀ କରୋନା ସମସ୍ୟା ବଢ଼ାଇବାରେ ଲାଗିଛି। ଏଥିପାଇଁ ଆମ ଦେଶ ସମେତ ରାଜ୍ୟ ମଧ୍ୟ ଅହରହ ଯୁଦ୍ଧ କରୁଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚି … Read More