୧୪ ନୂଆ କରୋନା ପଜିଟିଭ୍‌ ଚିହ୍ନିତ, ଗଞ୍ଜାମରୁ ୧୨, ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟା ୩୨୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶନିବାର ପରୀକ୍ଷା ହୋଇଥିବା ନମୁନା ଭିତରୁ ରାଜ୍ୟରେ ୧୪ଜଣ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନିତ କରାଯାଇଛି। ସେମାନଙ୍କ ଭିତରେ ୧୨ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଆଉ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ରାଉରକେଲାରୁ … Read More

ମେ’୧୨ରୁ ୧୫ ଟେନ୍‌ ଚାଲିବ, ଆସନ୍ତା କାଲିଠୁ ବୁକିଂ ଆରମ୍ଭ; ଦିଲ୍ଲୀରୁ ଭୁବନେଶ୍ଵର ଟ୍ରେନ୍‌ ଆସିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମଙ୍ଗଳବାରଠାରୁ ଭାରତୀୟ ରେଳ  ଯାତ୍ରୀବାହୀ ସେବା ଆରମ୍ଭ ହେବ। ଏଥିଲାଗି ମନ୍ତ୍ରଣାଳୟ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହିଦିନ ୧୫ଟି ଟ୍ରେନ୍‌ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବ। ସେଥିପାଇଁ ଆସନ୍ତା କାଲି ଅର୍ଥାତ୍‌ ସୋମବାରଦିନଠୁ … Read More

ପରଲୋକରେ ସୁବାସ ଚୌହାନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରଗଡ଼ର ଲୋକ ନେତା ସୁବାସ ଚୌହାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ। ଭୁବନେଶ୍ଵରର ଏକ ହସ୍‌ପିଟାଲ୍‌ରେ … Read More

ବାବ୍ରି ମସଜିଦ ଭାଙ୍ଗିବା ମାମଲା ଶୁଣାଣି ୩୧ ଅଗଷ୍ଟ ସୁଦ୍ଧା ଶେଷ କର- ସୁପ୍ରିମକୋର୍ଟ

ଏହି ମାମଲାରେ ବିଜେପି ନେତା ଏଲ.କେ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ବିଚାର ଚାଲିଛି  ଜଷ୍ଟିସ୍ ରୋହିଣ୍ଟନ୍ ନରିମାନଙ୍କ ନେତୃତ୍ୱରେ ଏକ ବେଞ୍ଚ ସ୍ୱତନ୍ତ୍ର ବିଚାରପତିଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିବୃତ୍ତି ରେକର୍ଡ଼ କରିବାକୁ କହିଛି  … Read More

ଫେରିପାରିବେ ପ୍ରବାସୀ, ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଆସିବାକୁ ଥିବା ଶ୍ରମିକଙ୍କ ଆସିବା ଉପରେ ହାଇକୋର୍ଟ ଯେଉଁ ରୋକ୍‌ ଲଗାଇଥିଲେ ତାହାକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଅର୍ଥାତ୍‌ ବିନା କୌଣସି ଯାଞ୍ଚରେ ବି ଓଡ଼ିଶାକୁ ଶ୍ରମିକ ଫେରିପାରିବେ। ଗୁରୁବାର ଦିନ ହାଇକୋର୍ଟ … Read More

ଜୁଲାଇ ୧୫ ଭିତରେ ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ଜୁଲାଇ୧ରୁ ଆରମ୍ଭ ହୋଇ ୧୫ ତାରିଖ ଭିତରେ ସିବିଏସ୍‌ଇ ୧୦ମ ଓ ଦ୍ଵାଦଶ ପରୀକ୍ଷା ଶେଷ ହେବ। ଏଥିନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା ହେତୁ ପରୀକ୍ଷା ଅଧାରୁ  ସ୍ଥଗିତ … Read More

୮ ଘଣ୍ଟା ନୁହେଁ ୧୨ ଘଣ୍ଟା କାମ କରିବେ ଶିଳ୍ପାନୁଷ୍ଠାନ କର୍ମଚାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଶ୍ରମିକଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ କରିବା ଲାଗି ଏହି ଆବଶ୍ୟକତାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଦ୍ଵାରା ଯେଉଁ କର୍ମଚାରୀଙ୍କୁ  ପୂର୍ବରୁ ଯେଉଁ … Read More

ସାଢ଼େ୬ଟା ସୁଦ୍ଧା ୬ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ବର୍ଷା ଆଶଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆକାଶରେ ମେଘର ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କିଛି ଘଣ୍ଟା ଭିତରେ ହେବାକୁ ଥିବା ପାଗ ପରିବର୍ତ୍ତନ ସମ୍ପକ;ରେ ସୂଚନା ଦିଆଯାଇଛି। ଏହି ସୂଚନା ଆଧାରରେ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା … Read More

କରୋନା ଜୀବାଣୁ ମାମଲାରେ ସମସ୍ତଙ୍କୁ ବୋକା ବନାଉଛି ଚୀନ୍‌

ଚୀନ୍‌ର ୱୁହାନର ମାଛ ବଜାରଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ଚୀନ୍‌ର ଲାବୋରେଟୋରୀରୁ କରୋନା ଜୀବାଣୁ ଉତ୍ପନ୍ନ ହୋଇଥିଲା ବୋଲି ସମଗ୍ର ଦୁନିଆର ଅନେକ ଦାୟିତ୍ୱବାନ ସଂଗଠନ ବିଶ୍ୱାସ କରନ୍ତି । ରାମ ଯାଦବ  ମଇ ୫ ସୁଦ୍ଧା, କରୋନା ଜୀବାଣୁ … Read More

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨୧୯, ରେଡ୍‌ ଜୋନ୍‌ରେ ଗଞ୍ଜାମ, ଅରେଞ୍ଜରେ ମୟୁରଭଞ୍ଜ ଓ ଜଗତସିଂହପୁର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଆଜି ସକାଳ ୭ଟାରେ ଯେଉଁ ସଂଖ୍ୟା  ୨୦୫ ଥିଲା ତାହା ସନ୍ଧ୍ୟା୭ଟା ବେଳକୁ ୨୧୯ରେ ପହଞ୍ଚିଛି। ଅର୍ଥାତ୍‌ ଗଲା ୧୨ ଘଣ୍ଟାରେ ୧୪ଜଣ ନୂଆ ଶରୀରରେ କରୋନା … Read More