#corona Update: ରାଜ୍ୟରେ ୬୧ ନୂଆ ରୋଗୀ, ସମୁଦାୟ ପଜିଟିଭ୍‌ ୬୭୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏହାଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ହୋଇଛି। ୧୫୮ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। … Read More

#corona Update: ରାଜ୍ୟରେ ୭୩ ନୂଆ କରୋନା ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୧୧

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୬୦୦ ପାର କରିଛି। ବୁଧବାରଦିନ ୭୩ ନୂଆ ସାମ୍ପଲ୍‌ରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ଭିତରୁ ୪୬୫ଜଣ ଆକ୍ରାନ୍ତ  ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ … Read More

ବଦଳିଲା ଟେଣ୍ଡର ପରିଭାଷା: ୨୦୦ କୋଟି ଯାଏ ଗ୍ଲୋବାଲ୍‌ ଟେଣ୍ଡର ହେବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ଥାନୀୟ ଶିଳ୍ପକୁ ଗୁରୁତ୍ଵ ଦେବା ଲାଗି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଏହାଦ୍ଵାରା ୨୦୦ କୋଟି ଟଙ୍କା ଯାଏ … Read More

କୋଭିଡ୍‌-୧୯: ରିଲାଏନ୍ସ ଫାଉଣ୍ଡେସନ୍‌ର ଚାଷୀଙ୍କୁ ବିପଣନ ସହାୟତା

ଭୁବନେଶ୍ୱର: କୋଭିଡ୍‌୧୯ ଯୋଗୁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ସମୟରେ ରିଲାଏନ୍ସ ଫାଉଣ୍ଡେସନ୍ ଚାଷୀଭାଇମାନଙ୍କୁ ଆବଶ୍ୟକ ସହଯୋଗର ହାତ ବଢ଼ାଇଛି । ସାଧାରଣ ଚାଷୀଙ୍କଠାରୁ ଆରମ୍ଭ କରି ମତ୍ସ୍ୟଚାଷୀ, ଛେଳି, ଗାଇ, କୁକୁଡ଼ା, ମେଣ୍ଢା ଚାଷୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ଉତ୍ପାଦନ … Read More

୧୪ ନୂଆ କରୋନା ପଜିଟିଭ୍‌ ଚିହ୍ନିତ, ଗଞ୍ଜାମରୁ ୧୨, ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟା ୩୨୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶନିବାର ପରୀକ୍ଷା ହୋଇଥିବା ନମୁନା ଭିତରୁ ରାଜ୍ୟରେ ୧୪ଜଣ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନିତ କରାଯାଇଛି। ସେମାନଙ୍କ ଭିତରେ ୧୨ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଆଉ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ରାଉରକେଲାରୁ … Read More

ମେ’୧୨ରୁ ୧୫ ଟେନ୍‌ ଚାଲିବ, ଆସନ୍ତା କାଲିଠୁ ବୁକିଂ ଆରମ୍ଭ; ଦିଲ୍ଲୀରୁ ଭୁବନେଶ୍ଵର ଟ୍ରେନ୍‌ ଆସିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମଙ୍ଗଳବାରଠାରୁ ଭାରତୀୟ ରେଳ  ଯାତ୍ରୀବାହୀ ସେବା ଆରମ୍ଭ ହେବ। ଏଥିଲାଗି ମନ୍ତ୍ରଣାଳୟ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହିଦିନ ୧୫ଟି ଟ୍ରେନ୍‌ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବ। ସେଥିପାଇଁ ଆସନ୍ତା କାଲି ଅର୍ଥାତ୍‌ ସୋମବାରଦିନଠୁ … Read More

ପରଲୋକରେ ସୁବାସ ଚୌହାନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରଗଡ଼ର ଲୋକ ନେତା ସୁବାସ ଚୌହାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ। ଭୁବନେଶ୍ଵରର ଏକ ହସ୍‌ପିଟାଲ୍‌ରେ … Read More

ବାବ୍ରି ମସଜିଦ ଭାଙ୍ଗିବା ମାମଲା ଶୁଣାଣି ୩୧ ଅଗଷ୍ଟ ସୁଦ୍ଧା ଶେଷ କର- ସୁପ୍ରିମକୋର୍ଟ

ଏହି ମାମଲାରେ ବିଜେପି ନେତା ଏଲ.କେ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ବିଚାର ଚାଲିଛି  ଜଷ୍ଟିସ୍ ରୋହିଣ୍ଟନ୍ ନରିମାନଙ୍କ ନେତୃତ୍ୱରେ ଏକ ବେଞ୍ଚ ସ୍ୱତନ୍ତ୍ର ବିଚାରପତିଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିବୃତ୍ତି ରେକର୍ଡ଼ କରିବାକୁ କହିଛି  … Read More

ଫେରିପାରିବେ ପ୍ରବାସୀ, ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଆସିବାକୁ ଥିବା ଶ୍ରମିକଙ୍କ ଆସିବା ଉପରେ ହାଇକୋର୍ଟ ଯେଉଁ ରୋକ୍‌ ଲଗାଇଥିଲେ ତାହାକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଅର୍ଥାତ୍‌ ବିନା କୌଣସି ଯାଞ୍ଚରେ ବି ଓଡ଼ିଶାକୁ ଶ୍ରମିକ ଫେରିପାରିବେ। ଗୁରୁବାର ଦିନ ହାଇକୋର୍ଟ … Read More

ଜୁଲାଇ ୧୫ ଭିତରେ ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ଜୁଲାଇ୧ରୁ ଆରମ୍ଭ ହୋଇ ୧୫ ତାରିଖ ଭିତରେ ସିବିଏସ୍‌ଇ ୧୦ମ ଓ ଦ୍ଵାଦଶ ପରୀକ୍ଷା ଶେଷ ହେବ। ଏଥିନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା ହେତୁ ପରୀକ୍ଷା ଅଧାରୁ  ସ୍ଥଗିତ … Read More