୨୪ଘଣ୍ଟାରେ ୨୯୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି … Read More

ଆଜି ବିଶ୍ବ ପରିବେଶ ଦିବସ: ହ୍ରାସ ପାଇଛି ପରିବେଶ ପ୍ରଦୂଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମଣିଷ ପାଇଁ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ … Read More

କରୋନା ସ୍ଥିତି ଭୟଙ୍କର : ୨୪ ଘଣ୍ଟାରେ ପାଖାପାଖି ୧୦ ହଜାର ନୂଆ ମାମଲା, ୨୭୩ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରତିଦିନ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗୁଛି l ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯ ହଜାର ୮୫୧ ନୂଆ ମାମଲା ସାମ୍ନାକୁ ଆସିଛି l ୨୭୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ … Read More

ହାତୀକୁ ବିସ୍ଫୋରକ ଭରା ସପୁରି ଖୋଇଥିବା ଗ୍ରାମବାସୀଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କଲା କେରଳ

ତିରୁବନନ୍ତପୁରମ୍‌, (ଓଡିଶା ଟାଇମ୍) : ୧୫ ବର୍ଷୀୟ ଜଙ୍ଗଲୀ ଅନ୍ତଃସତ୍ତ୍ବା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରିଥିବା କଥା ସାମ୍ନାକୁ ଆସିଛି। ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ … Read More

ଭାରତ ଚାପରେ ଏଲଏସିରୁ ୨ କି.ମି. ଦୂରକୁ ହଟିଲା ଚୀନ୍‌

 ଚୀନ୍ ସହ ସୀମା ବିବାଦରେ ଭାରତର ସର୍ବଦଳୀୟ ରଣନୀତି କାମ ଦେବା ଆରମ୍ଭ କରିଛି  ଚୀନ୍ ସୈନ୍ୟମାନେ ଭାରତୀୟ ଅଞ୍ଚଳରୁ ପଛକୁ ଫେରିଛନ୍ତି  ଚୀନ୍‌ର ସୈନିକମାନେ ଗତ ତିନି-ଚାରି ଦିନ ଧରି ଏଲଏସି ଉପରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁନାହାଁନ୍ତି   … Read More

ବିବାଦର ଏକମାତ୍ର ମୂଳ ନାମ ଚୀନ୍ !

 ୨୦ ଦେଶ -୨୦ ସୀମା -୨୦ ବିବାଦ ଚୀନ୍ ଏହାର ସମସ୍ତ ପଡ଼ୋଶୀ ଦେଶ ସହିତ ତୀବ୍ର ବିବାଦ କରୁଛି ଗତ ଏକ ମାସ ଧରି ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଅନେକ ଉତ୍ତେଜନା … Read More

କରୋନା ଭାଇରସ୍ ମାମଲା ଏବେ ପୂର୍ବ ଦିନର ରେକର୍ଡ଼ ଭାଙ୍ଗୁଛି

 କରୋନା ଭାଇରସ୍ ସଙ୍କଟ : ଆଗାମୀ ଏକ ମାସରେ କ’ଣ ହୋଇପାରେ ?  ବିକାଶ ବହୁଗୁଣା କରୋନା ଭୂତାଣୁ କାରଣରୁ କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ କରିଛନ୍ତି । ଏଥିପାଇଁ ଦିଆଯାଇଥିବା ଗାଇଡ଼ଲାଇନ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ … Read More

ଖୁବ୍‌ଶୀଘ୍ର ଆସୁଛି ଜି-୧୦

   ବର୍ତ୍ତମାନ ଏହି ୧୦ ଟି ଦେଶ ଏକାଠି ବିଶ୍ୱକୁ ପରିଚାଳନା କରିବେ ଏବଂ ଏହା ଚୀନ୍ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ନିକଟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଜି-୭ର ଶିଖର ସମ୍ମିଳନୀକୁ ସ୍ଥଗିତ ରଖିବାକୁ ଘୋଷଣା କରିବା ସହିତ ଏହକୁ … Read More

ଭାରତ ଫେରିପାରନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌) : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଯେ କୌଣସି ସମୟରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ଏ ନେଇ ଆଇନଗତ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯାଇଛି, ଏଣୁ ଆଉ କୌଣସି ପ୍ରତିବନ୍ଧକ ନ ଥିବା ଜଣେ … Read More

ପୁଲୱାମାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡ଼ିଶା ଟାଇମ୍‌) :ଆଜି ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗାନ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ନିହତ ହୋଇଥିବା ୩ ଜଣ ଆତଙ୍କବାଦୀ ‌ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ହୋଇଥିବା … Read More