କରୋନା ଆଳରେ ଲୁଚି ରହିଥିବା ବଡ଼ ଖବର : ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତ ଥିବାରୁ ୮୦୦ରୁ ଅଧିକ ଅପରାଧି ଗିରଫ

ଭୁବନେଶ୍ୱର,(ଓଟି): ଅଜ୍ଞାତ କରୋନା ଭାଇରସ୍ ମହାମାରୀ  ଆଲରେ ଦେଶର ଗୋଟିଏ ବଡ଼ ଖବର ଲୁଛିଯାଉଛି । ଯାହା ଫଳରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଆଶ୍ୱସ୍ତି ଅନୁଭବ କରୁଛନ୍ତି । ସିଏଏ ବିରାଧରେ ଯେଉଁମାନେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରି … Read More

ଧାରା-୩୭୦ : ଗୋଟିଏ ତୀରରେ ଅନେକ ଶୀକାର

ସଂସଦର ଉଭୟ ଗୃହ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ସମ୍ୱିଧାନର ଧାରା-୩୭୦ରେ ଥିବା ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଧାରା-୩୭୦ (୧)କୁ ବ୍ୟବହାର କରି ଏସମ୍ପର୍କରେ ଆଦେଶ ଦେଇସାରିଥିଲେ। ଏହା ସହିତ ଜମ୍ମୁ-କାଶ୍ମୀର … Read More

କଶ୍ମୀରରେ ଅସ୍ଥିରତାର କାରଣ କ’ଣ ?

ଗତକିଛି ଦିନ ଧରି କାଶ୍ମୀରରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ଅସ୍ଥିରତାର ଧାରା ଦିଲ୍ଲୀ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଲାଣି। ଶୁକ୍ରବାର ଅମରନାଥ ଯାତ୍ରା ରୋକିବାର ନିଷ୍ପତ୍ତି ପରେ ଲାଗୁଛି କିଛି ବଡ଼ ଘଟଣା ଘଟିପାରେ କାଶ୍ମୀରରେ। … Read More

ମୋଦିଙ୍କୁ-ନବୀନଙ୍କର ଏବେ ପ୍ରଶଂସାର କାରଣ କ’ଣ ?

ବେଶୀ ଦୁରକୁ ଯିବା ନାହିଁ। ମାତ୍ର ୫ ମାସ ତଳେ ଯେଉଁ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଥିଲେ ସେହି ନବୀନ ଏବେ ପ୍ରଶଂସାରେ ପୋତି ପକାଉଛନ୍ତି। ଏପରିକି ଆଜ୍ଞାବହ ଛାତ୍ରପରି ମୋଦିଙ୍କ ପ୍ରତିଟି କଥାକୁ ମାନି … Read More

ବିଜେପିର ଅଳ୍ପସଂଖ୍ୟକ ତୁଷ୍ଟୀକରଣ ଆରମ୍ଭ

କଂଗ୍ରେସ ଅଳ୍ପସଂଖ୍ୟକ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଯେଉଁ ବିଜେପି ଦଳ ବାରମ୍ୱାର ଅଭିଯୋଗ କରିଆସିଥିଲା, ଏବେ ସେହି ମୋହରେ ବିଜେପି ପଡିଛି। ଅଳ୍ପସଂଖ୍ୟକମାନଙ୍କୁ ନିଜର ଭୋଟବ୍ୟାଙ୍କରେ ପରିଣତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୫କୋଟି ଛାତ୍ରଙ୍କୁ ପାଠପଢ଼ିବା ଉଦ୍ଦେଶ୍ୟରେ … Read More

ମୋଦୀଙ୍କ ନବୀନ ପ୍ରୀତି : ରାଜ୍ୟ ବିଜେପି ଅଡ଼ୁଆରେ

ଭାରତୀୟ ଜନତାପାର୍ଟି ରବିବାର ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳର ଜୟ ଓ ପରାଜୟର ସମୀକ୍ଷା କରିଛି। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଜିତିବା ପାଇଁ ବିଜେପି ନେତାମାନେ ବାରମ୍ୱାର ଆସ୍ପର୍ଦ୍ଧା କରୁଥିଲେ। କିନ୍ତୁ ଏହି ଲକ୍ଷ୍ୟ ପୂରଣରେ ଶୋଚନୀୟ … Read More

ରାଜ୍ୟସଭାରୁ ପ୍ରତାପଙ୍କ ଇସ୍ତଫା କେବେ?

ନବନିର୍ବାଚିତ ଆଳି ବିଧାୟକ ପ୍ରତାପ ଦେବ ଏପର୍ଯ୍ୟନ୍ତ ରାଜ୍ୟସଭାରୁ କାହିଁକି ଇସ୍ତଫା ଦେଇ ନାହାନ୍ତି? ଏହାକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନରେ ରାଜ୍ୟସଭାର ୪ଜଣ ସଦସ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେଥିମଧ୍ୟରୁ ଦୁଇଜଣ ଲୋକସଭା ପାଇଁ … Read More

ମୟୁରଭଞ୍ଜ ବିଜେଡିର ଦୁଃଖ ‘ପାଟିଲ’

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ଅପରାଜେୟ ହୋଇ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାତ୍ର ବିଜେଡି ଓ ଟିମ ନବୀନ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହେବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୪ ମସିହା … Read More

ବିଜେପିର ୨ରୁ ୩୦୩ ଯାତ୍ରା

୧୯୮୪ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ୪୧୪ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨ଟି ଆସନ ପାଇଥିଲା। ଏଥର ବିଜେପି ୩୦୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ଏକାକୀ ୫୨ଟି ଆସନ ପାଇଛି। ୨୦୧୪ରେ ବିଜେପି ୨୮୨ଟି ଆସନ ଜିତିଥିବା … Read More

ଆସନ୍ତା ୩୦ ତାରିଖରେ ଶପଥ ନେବେ ମୋଦୀ

ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶପଥ ଗ୍ରହଣ କରିବା … Read More