ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ … Read More

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୋପାଲ, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି । କଂଗ୍ରେସର କମଲନାଥ … Read More

ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ପରଲୋକ ହୋଇଯାଇଛି।  ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । … Read More

ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ରାଜନୀତି ଗରମ, ବିଜେପି କହିଲା ସଂରକ୍ଷଣ ବ୍ୟବସ୍ଥା ସହିତ ଅଛି

ଦେଶରେ ସଂରକ୍ଷଣ ବିଷୟରେ ବିତର୍କ ପୁଣିଥରେ ଆରମ୍ଭ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ । ତାମିଲନାଡ଼ୁର ମେଡ଼ିକାଲ କଲେଜରେ ଓବିସି ପ୍ରାର୍ଥୀଙ୍କ କୋଟା ପାଇଁ ଦାଖଲ ହୋଇଥିବା ଅନେକ ଆବେଦନ ଶୁଣାଣିବେଳେ … Read More

କୋଭିଡ଼୍‌ ପରେ ମୋଦୀ-ଶାହା ତାଙ୍କ ପ୍ରିୟ ହିନ୍ଦୁତ୍ୱ ପ୍ରସଙ୍ଗକୁ ଫେରିବେ

ଯେତେବେଳେ ଅର୍ଥନୀତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରୀ ଯୋଜନା ସବୁ ବିଫଳ ହୁଏ, ସେତେବେଳେ ହିନ୍ଦୁତ୍ୱର ସମ୍ମୁଖୀନ ହେବା ଅପେକ୍ଷା ବିଜେପି ପାଇଁ ଏକ ବଡ଼ ପ୍ରସଙ୍ଗ କ’ଣ ହେବ ?  ରୁହି ତିୱାରୀ  କରୋନୋ ସଙ୍କଟ ଆଗକୁ ବଢ଼ିବା … Read More

‘ଓଡିଶା ହେଉଛି ଭାରତର ସଂସ୍କାର କେନ୍ଦ୍ର’-ଶାହା 

ଓଡ଼ିଶା ଜନସମାବେଶ ରାଲିରେ ବିରୋଧୀଙ୍କୁ ଅମିତ୍‌ ଶାହାଙ୍କ ଆକ୍ରମଣ ପୁଲୱାମା ଏବଂ ଉରି ଆକ୍ରମଣକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦଣ୍ଡିତ କରିଛନ୍ତି ଆମେ ହୃଦୟଙ୍ଗମ କରିଛୁ ଯେ ସୀମାରେ ଏନ୍‌କାଉଣ୍ଟର ଶିଶୁ ଖେଳ ନୁହେଁ- ଅମିତ୍‌ ଶାହା ବର୍ତ୍ତମାନ ଓଡ଼ିଶାକୁ ବିଜେପିର ଏକ … Read More

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ … Read More

କାଲି ଇସ୍ତଫା ଦେଇଥିଲେ, ଆଜି ପ୍ରତ୍ୟାହାର କରିନେଲେ ଜଗନ୍ନାଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସେ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । … Read More

ହଟିଲେ ମନୋଜ, ଆଦେଶ ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ୟୁନିଟର ସଭାପତି ମନୋଜ ତିୱାରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଆଦେଶ ଗୁପ୍ତାଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରୀତିକର ପ୍ରଦର୍ଶନ ପରଠାରୁ ମନୋଜ … Read More

କୋରୋନା ଭଳି ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୋରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ମିଳିଥିବା ସୂଚନା … Read More