ବିଜେପିର ଆସାମ ଅଡୁଆ

ଛିଣ୍ଡୁନି ବିଜେପିର ଆସାମ ଅଡୁଆ । ସର୍ବାନନ୍ଦ ସୋନୱାଲ ନା ହିମନ୍ତ ବିଶ୍ବଶର୍ମା, କିଏ ହେବେ ମୁଖ୍ୟମନ୍ତ୍ରୀ, ସେ ନେଇ ଦ୍ବନ୍ଦ୍ବରେ ଦଳର କେନ୍ଦ୍ରୀୟ ନେତୃତ୍ବ । ରାଜ୍ୟରେ ଆଉ ୫ ବର୍ଷ ଶାସନ କରିବାକୁ ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଳିଛି … Read More

ପରୀ ପାଇଁ ବିଜେପିର ପଦଯାତ୍ରା ଆଜିଠାରୁ

ଭୁବନେଶ୍ବର, (ଓଡିଶା ଟାଇମ୍) :  ‘ପରୀ’ ହତ୍ୟାକାଣ୍ଡକୁ ନେଇ ବିଜେପି ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ, ବିକ୍ଷୋଭ ଚାଲିଛି। ଘଟଣାର ସତ୍ୟ ଲୋକଲୋଚନକୁ ଆସିଲେ କାଳେ ସରକାରଙ୍କୁ ମହଙ୍ଗା ପଡିବ ସେହି ଭୟରେ ସିବିଆଇ ତଦନ୍ତ ନଦେଇ ଲୋକଦେଖାଣିଆ ଏସଆଇଟି ତଦନ୍ତ … Read More

ଦେଶରେ ୪୦ ବର୍ଷ ମଧ୍ୟରେ ବିଜେପି କୌଣସି ମେଣ୍ଟ ଭାଙ୍ଗି ନାହିଁ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) :ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ଗସ୍ତ ଅବସରରେ କହିଛନ୍ତି ଯେ ରାଜ୍ୟସ୍ତରରେ ବିଜେପିର ଯେଉଁ ଗଠବନ୍ଧନ ରହିଛି, ତାହା ଏବେବି ଅତୁଟ ରହିଛି। ପୁରା ଦେଶରେ ବିଜେପି ୪୦ … Read More

ବିହାର ବିଧାନସଭାରେ ନୂତନ ବାଚସ୍ପତି ହେଲେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା

ବିହାର, (ଓଡିଶା ଟାଇମ୍) : ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏ … Read More

ପୁରୀ ହାଜତ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲା ବିଜେପି ବିଧାୟକ ଦଳ

ପୁରୀ, (ଓଡିଶା ଟାଇମ୍) :ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି । ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ … Read More

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟନ, ମଣ୍ଡଳ ସ୍ତରରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବ ବିଜେପି

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେପି ଏକ ଭିନ୍ନ ରାଜନୈତିକ ଦଳ । ଆର୍ଦଶ, ବିଚାର, ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାର କ୍ୟାଡର ଭିତିକ ଦଳ । ସଙ୍ଗଠନ ନିର୍ବାଚନ ସହ ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ବର୍ଗ ମାଧ୍ୟମରେ ପ୍ରଶିକ୍ଷିତ କରାଇବା ଏକ ନିୟମିତ … Read More

କରୋନାରେ ଜୀବନ ହାରିଲେ ବିଜେପି ବିଧାୟକ

ଡେରାଡୁନ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ଜୀନାଙ୍କର ପରଲୋକ ଘଟିଛି । ସେ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ … Read More

କରୋନା ସମୟରେ ଘରୁ ବାହରି ଜନମତ ସାବ୍ୟସ୍ତ କରିଥିବାରୁ ବାଲେଶ୍ୱର ଏବଂ ତିର୍ତୋଲବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଲେଶ୍ୱର ଏବଂ ତିର୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତିକ ଭାବେ ଲଢେଇ କରିଥିଲା । ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ୱେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି … Read More

ବାଲେଶ୍ଵର ସଦର ଉପ ନିର୍ବାଚନ: ବାଜି ମାରିଲା ବିଜେଡି

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ବିଜେପିକୁ ଝଟକା ଲାଗିଛି। ବିହାର ଏବଂ ମଧ୍ୟ ପ୍ରଦେଶ ନିର୍ବାଚନର ପରିଣାମକୁ ଓଡିଶା … Read More

ମଣିପୁର ଉପ ନିର୍ବାଚନରେ ବିଜେପିର ବଜିମାତ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) :ମଣିପୁର ବିଧାନସଭା ଉପ ନିର୍ବାଚନରେ ବାଜିମାତ କରିଛି ବିଜେପି। ୫ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ପ୍ରଥମେ ଗୋଟିଏ ଆସନରେ ଅପ୍ରତିଦ୍ଵନ୍ଦୀ ଭାବେ ଓ ଆଜି ସମସ୍ତ ୪ଟି ଆସନରେ ବିଜେପି ବିଜୟ ହାସଲ କରିଛି। ପ୍ରଧାନମନ୍ତ୍ରୀ … Read More