ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ ମତଦାତାଙ୍କ ହାତରେ ବିଜୟ ଚାବିକାଠି

ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଉ ୧୨ଦିନ ପରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ । ନିର୍ବାଚନରେ ଅଂଶଗ୍ରହଣ କରିଥିବା ନେତାମାନଙ୍କର ପ୍ରଚାର ଧିରେ ଧିରେ ଜମି ଆସିଲାଣି । ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନରେ ଗୁରୁତ୍ୱବହନ କରୁଥିବା ବିଭିନ୍ନ ଜାତିର ନେତାମାନଙ୍କୁ ନିଜ … Read More

ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?

ଭୁବନେଶ୍ୱର,( ଓଡ଼ିଶା ଟାଇମ୍‌) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍‍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ … Read More

କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?

ଭୁବନେଶ୍ୱର, (ରୁଦ୍ର ପ୍ରସନ୍ନ ରଥ):  ଗତ ନଭେମ୍ବର ମାସ ୨୦ ତାରିଖରେ ଜଣେ ସଫ୍ଟୱେର ଇଂଜିନିୟର ଦିପ୍ତୀ ଦାସ ଢେଙ୍କାନାଳରୁ ଭୁବନେଶ୍ୱରଯାଏ ଅଲ୍ଟ୍ରା ମାରାଥନ ଦୌଡିବାର ଖବର ଗଣମାଧ୍ୟମରେ ପହଁଚିଲା ।ତାଙ୍କ ସହିତ ଥିଲେ ରନର ସିଦ୍ଧାର୍ଥ ଦାଶ । ୬୬ … Read More

ମେକ୍‌ ଇନ୍‌ ଓଡ଼ିଶା: ନିଯୁକ୍ତି ଓ ନିବେଶ ସୃଷ୍ଟିରେ ୯୯ % ଫେଲ୍

ଭୁବନେଶ୍ୱର, (ହରିହର ପଣ୍ଡା): ରାଜ୍ୟରେ ନିଯୁକ୍ତିଭିତ୍ତିକ ଶିଳ୍ପ ସଂଖ୍ୟା ବୃଦ୍ଧି ତଥା ନିବେଶକଙ୍କ ପାଇଁ ଏକ ସୁସ୍ଥ ଶିଳ୍ପ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୧୬ ମସିହାରୁ ଆରମ୍ଭ କରିଛନ୍ତି ‘ମେକ୍‌ ଇନ୍‌ ଓଡ଼ିଶା’ ସମ୍ମେଳନ। ଭାରତ ସରକାରଙ୍କ ‘ମେକ୍‌ … Read More

ବିଜେପିର ଗୁଜରାଟ ଟେନସନ୍

 ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଗୁଜରାଟ ନିର୍ବାଚନ କେବଳ ବିଜେପି ପାଇଁ ନୁହେଁ ମୋଦୀ-ଶାହଙ୍କ ପାଇଁ  ଏକ ଭାଗ୍ୟ ଓ ଭବିଷ୍ୟତର ପ୍ରଶ୍ନ । କ’ଣ ହେବ ଏଥରର ରେଜଲ୍‌ଟ । ସରକାର ବିରୋଧୀ ହାୱାରେ ପ୍ରଭାବିତ ହେବ କି ବିଜେପି ?  … Read More

ପେଟ୍ରୋଲ ଏବଂ ଡିଜେଲ ଦର କମାଇ ବିଜେପିର କ୍ଷତି ଭରଣା ଉଦ୍ୟମ

ବୁଧବାର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲରେ ୧୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସପାଇଁ ରାସ୍ତା ସଫା କରିଛି । ଏହି ନିଷ୍ପତ୍ତି ଗୁରୁବାରଠାରୁ କାର୍ଯ୍ୟକାରୀ ହେବ … Read More

ହିନ୍ଦୀ ମହାଭାରତରେ ଓଡ଼ିଆ ମହାଭାରତର ପ୍ରଭାବ କେତେ?

ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବ୍ୟାସ ମହାଭାରତକୁ ହିନ୍ଦୀରେ ପୁନଃରଚନା କରିବାକୁ ଅନେକ ଚେଷ୍ଟା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର ଦାସର ବିରାଟ ପର୍ବ (୧୬୨୪), ମାନସିଂଙ୍କ ଅଶ୍ୱମେଧ ପର୍ବ (୧୬୩୫) ଏବଂ ଶ୍ରୀପତିଙ୍କର କର୍ଣ୍ଣ ପର୍ବ (୧୬୨୨) ଉଲ୍ଲେଖନୀୟ । କିନ୍ତୁ … Read More

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବ ଓଡ଼ିଶାର ‘ମିନି ଜଙ୍ଗଲ’

 ମନିଶ କୁମାର ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ଯେ ଏହି ଛୋଟ ଜଙ୍ଗଲଗୁଡ଼ିକ ସେମାନଙ୍କର ଉପକୂଳବର୍ତ୍ତୀ ବାସସ୍ଥାନକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରିବ ଓ ସେମାନଙ୍କୁ ନିଶ୍ୱାସ ନେବାପାଇଁ ନିର୍ମଳ ବାୟୁ ଦେବ । ଗତ ବର୍ଷ ‘ସାଇନ୍ସ ଅଫ ଦି … Read More

ଶାହବାନୋ ମାମଲା: ୧୯୮୬ରେ ରାଜୀବ ଗାନ୍ଧୀ କଂଗ୍ରେସର ପତନ ଏବଂ ବିଜେପିର ଉତ୍ଥାନପାଇଁ ପଟ୍ଟକଥା ଲେଖିଥିଲେ !

ଭୁବନେଶ୍ୱର : ଅତୀତର ଭୁଲ ଏବେ କଂଗ୍ରେସକୁ ମହଙ୍ଗା ପଡ଼ୁଛି । ଭୁଲ ଯେତେ ବଡ଼ ହେବ, କ୍ଷତି ମଧ୍ୟ ସେତିକି ବଡ଼ ହେବ । ଯଦି ଦୁର୍ବଳମାନେ ଭୁଲ କରନ୍ତି, ଏହା ହୁଏତ ମହଙ୍ଗା ହୋଇନପାରେ, କିନ୍ତୁ ଯେତେବେଳେ ଶକ୍ତିଶାଳୀମାନେ … Read More

ଓଡ଼ିଶାରେ ଅପପୁଷ୍ଟିର ସାଂଘାତିକ ଚିତ୍ର: ୫୮ % କିଶୋର ଓ ୪୬% କିଶୋରୀ ଓଜନ ହରାଉଛନ୍ତି

 ଫୁଲବାଣୀ, (ମନୋଜ କୁମାର ମିଶ୍ର):  ଯଦି ଆମେ ଆମ ରାଜ୍ୟର କିଶୋର କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ବିଚାର କରିବା ତେବେ ଆମେ ଜାଣିପାରିବ ଯେ ଭାରତର  ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) 15–19 ବୟସ ବର୍ଗରେ ପୁଷ୍ଟିହୀନତା / ଅଧିକ … Read More