ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଡକ୍ଟରେଟ୍
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଓଡ଼ିଆ ସିନେମା କ୍ଷେତ୍ରରେ ଅନନ୍ୟ ଗବେଷଣା ଓ ସଫଳ ସନ୍ଦର୍ଭ ପ୍ରକାଶନ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚ୍ଡି ଉପାଧି ପ୍ରଦାନ କରାଯାଇଛି। ସେ ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର … Read More