ରାଜଧାନୀରେ ବୁଲନି, ଗାଁ ସହ ଯୋଡି ହୁଅ

ଭୁବନେଶ୍ୱର,(ଓଟି):  ଆଗକୁ ନିର୍ବାଚନ, ଭୁବନେଶ୍ବରରେ ବୁଲନି, ଗାଁକୁ ଯାଅ ଲୋକଙ୍କ ସହ ଯୋଡି ହୁଅ ଏବଂ ବୁଥ କମିଟି ଗଠନ ପ୍ରକ୍ରିୟା ଶୀଘ୍ର ଶେଷ କର । ଏବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ନେତା, … Read More

ଲିଭ୍ଇନ ରିଲେସନସିପରେ ଯୌନ ସଂପର୍କ ଦୁଷ୍କର୍ମ ନୁହେଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର,(ଓଟି): ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସଂପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଲିଭ-ଇନ-ପାର୍ଟନରସିପରେ ଥିବା ପୁରୁଷ କୌଣସି କାରଣରୁ ଯଦି ମହିଳାଙ୍କୁ ବିବାହ କରିପାରିବେନି। … Read More

ମାଡିଆସୁଛି ସାମୁଦ୍ରିକ ବାତ୍ୟା ପାବୁକ

ଭୁବନେଶ୍ୱର,(ଓଟି): ପୁଣି ଏକ ବାତ୍ୟା ପାବୁକ ନାମରେ ମାଡ଼ି ଆସୁଛି । ଏହା ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟରଠାରୁ ୧୫ଶହ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଦକ୍ଷିଣ ଚୀନ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା … Read More

ତେଜୁଛି ମହାରଥୀ ବହିଷ୍କାର ଦାବି

ଭୁବନେଶ୍ୱର,(ଓଟି): କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି କରି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିବା ପାଇଁ ଯାଉଥିବା ମହିଳା କଂଗ୍ରେସ କର୍ମୀ ପୁଲିସ ମଧ୍ୟରେ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିଲା। ହଜାର ହଜାର ସଂଖ୍ୟାରେ ମହିଳା … Read More

ରହସ୍ୟଘେରରେ ସେଲ୍‌ଫି ବେବୋ ନାୟିକାଙ୍କ ମୃତ୍ୟୁ

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଚର୍ଚିିତ ଆଲ୍‌ବମ୍‌ ‘ସେଲ୍‌ଫି ବେବୋ’ର ନାୟିକା ସିମରନ୍‌ ମିରିହାଙ୍କ କ୍ଷତାକ୍ତ ମୃତଦେହ ବୁର୍ଲା ମହାନଦୀ ବ୍ରିଜ୍‌ତଳୁ ଉଦ୍ଧାର କରାଯାଇଛି। ଯେଉଁ ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ତାହା ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି … Read More

ସୁରକ୍ଷାରେ ସାଲିସ ନକରନ୍ତୁ ଜନସାଧାରଣ: ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ୍‌ କମିଶନର

ଭୁବନେଶ୍ଵର, (ଓଟି): ବିଭିନ୍ନ ସମୟରେ ଜଳ ରାଶିରେ ଦୁର୍ଘଟଣା ହେଉଛି। ହୀରାକୁଦ, ଚିଲିକା ଏବଂ ଏବେ ମହାନଦୀରେ ନୌକା ଓଲଟିବା ଘଟଣା ଏସବୁରୁ ଗୋଟିଏ ଗେଟିଏ ଜ୍ବଳନ୍ତ ଉଦାହରଣ।  ଜନସାଧାରଣ ଜାଣିବା ଦରକାର ଯେ, ଯେତେବେଳେ ସେମାନେ ଡଙ୍ଗାରେ ଯାଉଛନ୍ତି  ସେତେବେଳେ … Read More

୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର,(ଓଟି): ମୁଖ୍ୟନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜାନୁଆରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହା ସହିତ ଅନେକ ଗୁଡିଏ ସୂଚନା ବି ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ … Read More

ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁରେ ଟାଟୁ

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ … Read More

ଏବେ ରେଳଫାଟକ ବନ୍ଦ ହେବ ଆପେଆପେ

ଭୁବନେଶ୍ଵର, (ଓଟି): ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ … Read More

କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ … Read More