ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ
ପୁରୀ, (ଓଡ଼ିଶା ଟାଇମ୍): ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀରେ ରଥନିର୍ମାଣ କାର୍ଯ୍ୟ। ପରମ୍ପରା ଅନୁସାରେ ଧାର୍ଯ୍ୟ ତିଥିକୁ ଆଖିରେ ରଖି ତିନିରଥର ଚକଡେରା କାର୍ଯ୍ୟ ଭଉଁରୀରେ ସମ୍ପନ୍ନ ହୋଇଛି। ଠିକଣା ସମୟରେ ରଥକାମ ଚାଲିଥିବାରୁ ପୂଜାପଣ୍ଡା ସେବାୟତମାନେ ଶ୍ରୀଜଗନ୍ନାଥ, ବଳଭଦ୍ର … Read More