ସ୍ମାର୍ଟଫୋନରେ ଆଣ୍ଟ ସ୍ମାଶର୍ ଖେଳୁଛି ବେଙ୍ଗ, ଇଣ୍ଟରନେଟରେ ହାସ୍ୟସ୍ପଦ ପାଲଟିଲା ।

ଭୁବନେଶ୍ବର, (ଓଡିଶା ଟାଇମ୍ ): ଏକ ଆଫ୍ରିକୀୟ ବେଙ୍ଗ ମୋବାଇଲ୍ ଗେମରେ ଖାଦ୍ୟ ଧରିବାକୁ ଚେଷ୍ଟା କରୁଥିବାର ଦେଖିଥିଲୁ । ଯାହାର କ୍ଲିପ୍ ସୋସିଆଲ୍ ମିଡିଆରେ ନିଜର ସ୍ଥାନ ପାଇଥିଲା ଏବଂ ଯାହା ପୁଣି ଥରେ ଭାଇରାଲ୍ ହେଉଛି । ମୌଳିକ … Read More

କ୍ୱାରେଣ୍ଟାଇନ ସେଣ୍ଚରରେ ବିବାହ କଲେ ଗୁଜୁରାଟକୁ ଯାଇଥିବା ଓଡିଆ ପ୍ରେମୀଯୁଗଳ

ଭୁବନେଶ୍ବର, (ଓଡିଶା ଟାଇମ୍ ) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର ସୃଷ୍ଟି କରିଛି । ଠିକ ଏହି ସମୟରେ ଆସିଛି ଭିନ୍ନ ଏକ ଦୃଶ୍ୟ । କ୍ୱାରେଣ୍ଟାଇନ ସେଣ୍ଟରରେ ବିବାହ କଲେ ଗୁଜୁରାଟକୁ ଯାଇଥିବା ଓଡିଆ ପ୍ରେମୀଯୁଗଳ … Read More

୨୦ ବର୍ଷରେ ଯାଦୁଗର ନବୀନ

ଦୁଇ ଦଶନ୍ଧି କିଛି କମ୍‌ ସମୟ ନୁହେଁ।  ରାଜତନ୍ତ୍ରରେ  ବି ଏତେ ଲମ୍ବା ସମୟ ଶାସନ ସୁଯୋଗ ଅନେକ ବଂଶାନୁକ୍ରମିକ  ରାଜାଙ୍କୁ  ମିଳିପାରି ନାହିଁ।  କିନ୍ତୁ  ଆଧୁନିକ ଗଣତନ୍ତ୍ରରେ ଓଡ଼ିଶାର ଲୋକମାନେ ବାରମ୍ବାର ତାଙ୍କୁ ନିର୍ବାଚିତ କରି ଆସୁଛନ୍ତି। ଆଜି ସେ … Read More

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ମୋବିନା ମାଇକେଲ୍‌ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମାତ୍ର ୨୨ବର୍ଷ ବୟସରେ ତାଙ୍କ … Read More

ମେ ୩୦ରେ ବନ୍ଦେ ଉତ୍କଳ ଜନନୀ: ଦେଖନ୍ତୁ ନବୀନଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକାଠି ହେବାକୁ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ଅନୁସାରେ ମେ’ ୩୦ ତାରିଖରେ ବିଶ୍ଵର ଯେକୌଣସି କୋଣରେ ଥିବା ଓଡ଼ିଆ … Read More

ନୂଆ ପୁସ୍ତକ The Address of God: ଜୀବନର ଜଳଛବିରୁ ଖୋଜୁଛି ଭଗବାନଙ୍କ ଠିକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲେଖକ ତଥା ଔପନ୍ୟାସିକ ଗୌରହରି ଦାସଙ୍କ ବହୁ ଆଦୃତ ସ୍ତମ୍ଭ ‘ଜୀବନର ଜଳଛବି’ରୁ କିଛି ବଛା କାହାଣୀକୁ ଅନୁବାଦ କରି ପୁସ୍ତକର ରୂପ ଦେଇଛନ୍ତି ଅନୁବାଦକ ମନୋରଞ୍ଜନ ମିଶ୍ର। ସାରା ବିଶ୍ଵରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା … Read More

ରାତି ଗୋଟାଏରେ ଜଗନ୍ନାଥ ଗାଧୋଇବାକୁ ଯିବେ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ଏବେ ମଣିଷର ଦୈନନନ୍ଦିନ କାର୍ଯ୍ୟକ୍ରମରେ ଯେମିତି ପରିବର୍ତ୍ତନ ଆଣିଛି ସେମିତି ଶ୍ରୀଜଗନ୍ନାଥଙ୍କ ରୀତି ନୀତିରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛି। ଏହିକ୍ରମରେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ। … Read More

ଦାଦନ, ପ୍ରବାସୀ, ଅତିଥି ଓ ମୋହରା

ବର୍ଷ ବର୍ଷଧରି ଯେଉଁ ପୁଅ ଅଲୋଡ଼ା ହୋଇ ଦାଦନ ଯାଇଥିଲା ଏବେ ସେ ପ୍ରବାସୀ ଆଖ୍ୟା ନେଇ ସରକାରଙ୍କ ଆତିଥ୍ୟ ପାଉଛି।  ତାକୁ ଆଗକୁ କାମ ମିଳିବ କି ନାହିଁ, ରୋଜଗାରର ପନ୍ଥା ମିଳିବ କି ନା ତାହା ଅସ୍ପଷ୍ଟ ହେଲେ … Read More

ବସ ଭଡା ବଢିନି : ଏସଟିଏ

ଭୁବନେଶ୍ୱର,(ଓଡଶା ଟାଇମ୍): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି … Read More

ଓଡିଶା ମୁହାଁ ପଙ୍ଗପାଳ,ଚାଷୀଙ୍କୁ ଘାରିଛି କ୍ଷତିର ଭୟ

ଭୁବନେଶ୍ୱର,(ଓଡଶା ଟାଇମ୍): ରାଜସ୍ଥାନ , ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡିଶା ଚାଷୀଙ୍କୁ ଘାରିଛି ଭୟ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ … Read More