ସୋଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ; ସିଏସ୍‌ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍‌ଏସ୍ ରନର୍ସଅପ୍‌

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଛି।  ଏଥିରେ ଆଇଟିଇଆର୍‌ର ଡିପାର୍ଟମେଣ୍ଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବା ବେଳେ ଆଇଏମ୍‌ଏସ୍ ରନର୍ସ ଅପ୍ ହୋଇଛି। ଏହି ଉଦଯାପନୀ ଉତ୍ସବରେ ରାଜ୍ୟ … Read More

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୯ ପଜିଟିଭ୍

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୭୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଛାତ୍ର ବିଜେଡି କର୍ମୀଙ୍କ କାଳୀ ମାଡ଼, ପୁରୀରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ

ପୁରୀ,(ଓଡ଼ିଶା ଟାଇମ୍): ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି … Read More

ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମନି ଲଣ୍ଟ୍ରିଂ ମାମଲାରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି ସ୍ଥାନରେ ରେଡ୍ ହୋଇଥିବା … Read More

ଏସିଡ୍‌ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍‌

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):୧୪ ବର୍ଷ ପରେ ଆସିଲା ରାୟ । ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ । … Read More

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା, ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଅନେକ କଳ୍ପନା ଜଳ୍ପନାର ଅନ୍ତ । ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ … Read More

ବାତ୍ୟା ଅସାନି: ୯ରେ ପବନ, ୧୦ରେ ବର୍ଷା

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଦ କ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ‘ଅସାନି’ ଗତ ୬ ଘଣ୍ଟା ମଧ୍ୟରେ ୧୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜିର ସକାଳ ୮.୩୦ ମିନିଟ ସୁଦ୍ଧା ନିକୋବର (ନିକୋବର ଦ୍ୱୀପପୁଞ୍ଜ)ର ପଶ୍ଚିମ-ପଶ୍ଚିମ ଦିଗରେ ୪୮୦ … Read More

ପୁଣି ମହଙ୍ଗା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର, ୫୦ଟଙ୍କା ବଢିଲା ଦାମ୍

ନୂଆଦିଲ୍ଲୀ ,(ଓଡ଼ିଶା ଟାଇମ୍):ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ । ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଛି । ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦର ଶନିବାରଠାରୁ ସାରା ଦେଶରେ ଲାଗୁ ହୋଇଯିବ ।ସୂଚନାଯୋଗ୍ୟ ଯେ, ଏହା … Read More

ସରିଲା ମାଟ୍ରିକ ପରୀକ୍ଷା, ୨୦ରୁ ଖାତା ଦେଖା

କଟକ, (ଓଡ଼ିଶା ଟାଇମ୍):ସ ରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୨୦ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛି । ଏନେଇ ଵୋର୍ଡ … Read More

ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର,( ଓଡ଼ିଶା ଟାଇମ୍):ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫ୍ ଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଭିସୁଟ୍ ପରିସରରେ ଧାରଣା ଦେଇଛନ୍ତି । ଆଜି ସେମାନଙ୍କର ପଞ୍ଚମ ସେମିଷ୍ଟର ପରୀକ୍ଷା … Read More