ଆଫଗାନିସ୍ତାନରେ ଗମ୍ଭୀର ହେଉଛି ସ୍ଥିତି, ଫଶି ରହିଛନ୍ତି ୨ ହଜାର ଭାରତୀୟ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ କଣ ଚାଲିଛି ପୂରା ବିଶ୍ବ ଏବେ ୱେଟ ଆଣ୍ଡ ୱାଚ ମୋଡରେ ରହିଛି। ସତରେ କଣ ତାଲିବାନ ବଦଳିଯାଇଛି, ଏହା ପରୀକ୍ଷା କରିବାକୁ ଧର୍ଯ୍ୟରେ ଅପେକ୍ଷା କରିଛି ବିଶ୍ୱ। ଆଫଗାନିସ୍ତାନରେ ଫସି ରହିଥିବା ନିଜ ନିଜ … Read More

ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୨୩ କୁ … Read More

୨୪ ଘଣ୍ଟାରେ ବାହାରିଲେ ୯୮୬ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୯୧୭୩ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଅଧିବେଶନ ପୂର୍ବରୁ ବିଧାୟକ ଏବଂ କର୍ମଚାରୀଙ୍କ ହେବ RTPCR ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ … Read More

ତାଲିବାନକୁ ଝଟ୍‌କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌

କାବୁଲ, (ଓଡିଶା ଟାଇମ୍): ଅସ୍ତ୍ର ବଳରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି। ଏଥିସହିତ ଆଇଏମଏଫରେ ଗଚ୍ଛିତ ଥିବା ଦେଶର ମୁଦ୍ରା ତାଲିବାନ ଦ୍ୱାରା ବ୍ୟବହାର … Read More

ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା

ଜାମ୍ମୁ, (ଓଡିଶା ଟାଇମ୍): ଜମ୍ମୁ-କାଶ୍ମୀରର କଟରାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୋର ୫ଟା ୮ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କଟରା ନିକଟବର୍ତ୍ତୀ … Read More

ସାଂସଦ ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଡୁଆରେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦଙ୍କ ସମେତ ପୁରା ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତିକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ … Read More

ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରୁ ପଳାୟନ କରିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅସରଫ ଘନୀ। ୟୁନାଇଟେଡ୍ ଆରବ ଏମିରେଟସ୍ ରୁ ଘନୀ ନିଜ ବୟାନ ଜାରି କରିଛନ୍ତି। ତାଙ୍କ ବିରୋଧରେ ଉଠୁଥିବା ଅନେକ ଅଭିଯୋଗ ନେଇ ସେ … Read More

ସମ୍ଭାବ୍ୟ ଶିଶୁ ସଂକ୍ରମଣ ନେଇ ଆଗୁଆ ପଦକ୍ଷେପ, ଆବଶ୍ୟକ ପଡିଲେ ହେବ ଶିଶୁ କୋଭିଡ୍ ହସ୍ପିଟାଲ : DMET

ଭୁବନେଶ୍ବର, (ଓଡିଶା ଟାଇମ୍): ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି । ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି … Read More

ଓଡିଶା ଗସ୍ତରେ ୨ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶା ଗସ୍ତରେ ୨ କେନ୍ଦ୍ର ମନ୍ତ୍ରୀ । ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା … Read More