ରେଭେନ୍ସା ୨ୟ କ୍ୟାମ୍ପସ୍ରେ ପଶିଲେ ହାତୀ, କ୍ୟାମ୍ପସ୍ ପାଚେରୀ ଭାଙ୍ଗି ପଶିଥିବା ସୂଚନା
କଟକ, (ଓଡିଶା ଟାଇମ୍) : କଟକ ସହରରେ ହାତୀପଲ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ରେ ୨ଟି ହାତୀ ପ୍ରବେଶ କରିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର … Read More











