ହେଲଥ୍ ଟିପ୍ସ: ମାଇଗ୍ରେନ୍ ଦୂର କରିବା ପାଇଁ ଘରୋଇ ଉପାୟ
ଆଜିକାଲି ଛୋଟ ପିଲାମାନେ ମଧ୍ୟ ମାଇଗ୍ରେନର ଶିକାର ହେଉଛନ୍ତି । ଏହାକୁ କୌଣସି ସାଧାରଣ ମୁଣ୍ଡବିନ୍ଧା ଭାବି ଏଡ଼ାଇ ଦେବା ଠିକ୍ ନୁହେଁ । ମାଇଗ୍ରେନ୍ ସମସ୍ୟା ଅଧିକ ହେଲେ ବାନ୍ତି ହେବା, ହାତପାଦ ଥଣ୍ଡା ପଡ଼ିଯିବା ଏବଂ ରକ୍ତପ୍ରବାହ କମ୍ … Read More











