ପ୍ରଥମଥର ଭୋଟ୍ ଦେଲେ ରେହାନ, ପୁଲକିତ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ବିଧାନସଭା ପାଇଁ ଆଜି ମତଦାନ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷାବେଳେ ଭୋଟ ଗ୍ରହଣ ପ୍ରକ୍ରିୟା ହୋଇଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀକୁ ନିଜ ଅକ୍ତିଆରକୁ ନେବା ପାଇଁ ବିଜେପି ଓ ଆପ୍‌ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା କୁହାଯାଉଛି। ସେହିପରି … Read More

କରୋନା କ୍ରିଟିକାଲ୍: ଆଲୋକ ଦେଖାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ(ଓଟି): ପୁଣି ଜଣେ ଭାରତୀୟ ବିଶେଷଜ୍ଞ ସାରା ବିଶ୍ଵକୁ ଆଲୋକ ଦେଖାଇଛନ୍ତି। ଫଳରେ ବିଶ୍ଵ ବ୍ୟାପୀ ନୂତନ ଆଶା ସଞ୍ଚାର ହୋଇଛି। ମାରାତ୍ମକ ଭୂତାଣୁ କରୋନା ଭଲ ହୋଇପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆରେ ଗବେଷଣା କରୁଥିବା ସମ୍ପୃକ୍ତ ପ୍ରବାସୀ … Read More

‘କରୋନା’ କ୍ରିଟିକାଲ୍: ମୃତ୍ୟୁ ସଂଖ୍ୟା ୭୨୨

ନୂଆଦିଲ୍ଲୀ(ଓଟି): କରୋନା କ୍ରିଟିକାଲ୍ ହେବାରେ ଲାଗିଛି। ମାରାତ୍ମକ ଏହି ଭାଇରସ୍ ଚୀନରେ ଜଣଙ୍କ ପରେ ଜଣଙ୍କ ଜୀବନ ନେଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଡ଼ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି। ଶନିବାର ଶେଷ ରିପୋର୍ଟ ଅନୁସାରେ ୮୬ ଜଣ ଲୋକଙ୍କ ପ୍ରାଣ ଚାଲିଯିବାକୁ ମିଶାଇ … Read More

‘ବିଏସ୍‌ଏନ୍‌ଏଲ୍ ବନ୍ଦ ହେବ ଭାବିବା ଭୁଲ୍’

ନୂଆଦିଲ୍ଲୀ(ଓଟି): ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିଃ(ବିଏସ୍‌ଏନ୍‌ଏଲ୍‌)କୁ ବନ୍ଦ କରିବାକୁ ଦିଆଯିବନି। ଏପରି ଭାବିବା ଭୁଲ୍‌। ଏହାର ପୁନର୍ଗଠନ ପାଇଁ ଉଦ୍ୟମ ଚାଲିଛି ବୋଲି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରିବଶଙ୍କର ପ୍ରସାଦ କହିଛନ୍ତି। ରାଜ୍ୟସଭାରେ ଏ ସମ୍ପର୍କିତ ଏକ … Read More

ଶୀତ ଶେଷକୁ ବର୍ଷିବ, ଗର୍ଜିବ

ଭୁବନେଶ୍ୱର(ଓଟି): ବର୍ଷ ସାରା ପାଣିପାଗରେ ଏପଟସେପଟ ଲାଗି ରହିଲା। ଠିକ୍‌ରେ ବର୍ଷା ହେଲାନି ଆଉ ଫସଲ ଅମଳ ବେଳକୁ ସବୁ ପାଣିଚିଆ କରିଦେଲା। ଏଭଳି ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ହନ୍ତସନ୍ତ ହେଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଲା। ଏଭଳି ସ୍ଥିତିରେ … Read More

ପୁଣି ଡରାଇଲାଣି ସ୍ଵାଇନ୍‌ ଫ୍ଲୁ

କଟକ (ଓଟି): କରୋନା ଆତଙ୍କ ଚାରିଆଡ଼େ ଖେଳିଯାଇଥିବାବେଳେ ବିଶ୍ଵବ୍ୟାପି ଚିନ୍ତା ବଢ଼ିଯାଇଛି। ଇତିମଧ୍ୟରେ ଓଡ଼ିଶାର ୬ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଗଲାଣି ଓ ସୌଭାଗ୍ୟକୁ କେହି ପଜିଟିଭ୍ ନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବାର୍ଡ ଫ୍ଲୁ ବ୍ୟାପିବା ଜଣାପଡ଼ିବା ପରେ … Read More

ଏଣିକି ରେଜିଷ୍ଟ୍ରାରଙ୍କ ହାତରେ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ(ଓଟି): ପ୍ରଚଳିତ ବ୍ୟାଙ୍କିଙ୍ଗ ପରିଚାଳନା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି। ସଂଶୋଧିତ ଅଧିନିୟମକୁ କେନ୍ଦ୍ର କ୍ୟାବିନେଟ୍  ମୋହର ଲାଗିଛି। ଅତୀତରେ ଦେଶର କେତେକ ପ୍ରମୁଖ ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିକୁ ନେଇ ନିବେଶକାରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଅସନ୍ତୋଷ ସୃଷ୍ଟି … Read More

କରୋନା ଆତଙ୍କ: ସୁରାଟ ହୀରା ବଜାର ପ୍ରଭାବିତ

ନୂଆଦିଲ୍ଲୀ(ଓଟି): କରୋନା ଭାଇରସ୍ ବ୍ୟାପିବାକୁ ନେଇ ସାରା ବିଶ୍ଵରେ ଆତଙ୍କ ଦେଖାଦେଇଛି। ଏହାରି ଆନ୍ତର୍ଜାତିକସ୍ତରରେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ମଧ୍ୟ ହେବାରେ ଲାଗିଛି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ସର୍ବାଧିକ ଭାବେ ପ୍ରଭାବିତ … Read More

ଘାଟିରେ ଫାଟିଲା ବସ୍‌ ଚକା

ଭଞ୍ଜନଗର(ଓଟି): ଯେତେ ସଚେତନତା କରାଗଲେ ମଧ୍ୟ କୌଣସି ନା କୌଣସି କାରଣରୁ ପ୍ରତ୍ୟେହ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଚାଲିଛି। ବିଶେଷକରି ବସ୍‌ ଦୁର୍ଘଟଣା କମିବାର ନାଁ ଧରୁନି। ତପ୍ତପାଣି ବସ୍‌ ଦୁର୍ଘଟଣା ପରେ ପରେ ବୁର୍ଲା ବ୍ରିଜ୍‌ ନିକଟରେ ବସ୍‌ … Read More

କରୋନା: କେରଳରେ ବିପତ୍ତି, ଗଠିତ ହେଲା ଜିଏମ୍ଓ

ନୂଆଦିଲ୍ଲୀ: କେରଳରେ ୩ ଜଣ ମାରାତ୍ମକ ଭାଇରସ୍‌ କରୋନା ଆକ୍ରାନ୍ତ ହୋଇଥିବର ଚିହ୍ନଟ ହୋଇସାରିଛି। ତେବେ ଆଗକୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ତବେ ଲୋକଙ୍କୁ ଭୟଭୀତ ପାଇଁ ନୁହେଁ ବରଂ … Read More