କୋବିଡ୍-୧୯: ଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ

ନୂଆଦିଲ୍ଲୀ(ଓଟି): ଜାପାନ ଉପକୂଳରେ ଲାଗିଥିବା କ୍ରୁଜ୍‌ ସିପ୍‌ ଡାଇମଣ୍ଡ ପ୍ରିନ୍‌ସେସ୍‌ରେ କୋବିଡ୍‌-୧୯ ବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୫ ଛୁଇଁଛି। କେବଳ ଗତ ମଙ୍ଗଳବାର ୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ସେହି କରୋନା କ୍ରିଟିକାଲ୍ ପରିଧି ମଧ୍ୟରେ … Read More

ମ୍ୟାଟ୍ରିକ ‘ମାତୃଭାଷା’ ପରୀକ୍ଷା ଶେଷ

ଭୁବନେଶ୍ୱର(ଓଟି): ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଚଳିତ ଥର ୨ ହଜାର ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ମାଟ୍ରିକ୍ ପରିକ୍ଷାର୍ଥୀ ରହିଛନ୍ତି। ସକାଳ … Read More

ଓଡ଼ିଶାର ୪୨୬୪ ଗାଁକୁ ନାହିଁ ରାସ୍ତା

ଭୁବନେଶ୍ୱର(ଓଟି): ଆଗଉଛି ରାଜ୍ୟ- ବିକାଶ କରୁଛି ଓଡ଼ିଶା। କିନ୍ତୁ ଆଜି ମଧ୍ୟ ଅନେକ ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ରାସ୍ତାଟିଏ ନାହିଁ। ଏପରିକି ୪୨୬୨ଟି ଗାଁକୁ ରାସ୍ତା ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏକଥା ଆମେ କହୁନାହୁଁ; ସରକାରୀ ସୂତ୍ରରୁ ଜଣାପଡ଼ିଛି। … Read More

କାଣ୍ଡଲା ବନ୍ଦରରୁ ଚୀନ୍ ଜାହାଜ ଜବତ

ଅହମ୍ମଦାବାଦ(ଓଟି): ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏକ ଚୀନ୍‌ ଜାହାଜ ଜବତ ହୋଇଛି। ହଂକଂ ପତାକା ଥିବା ଡା କ୍ୟୁ ୟୁନ୍‌ ନାମକ ଉକ୍ତ ଜାହାଜ ଉପରେ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଡିଆରଡିଓର ଅଧିକାରୀ ଚଢ଼ଉ କରିଥିବାବେଳେ କ୍ଷେପଣାସ୍ତ୍ର ନିର୍ମାଣ … Read More

ପର୍ଫ୍ୟୁମ୍‌ ବୋତଲରେ ବିଦେଶୀ ନୋଟ୍

ନୂଆଦିଲ୍ଲୀ(ଓଟି): ସପ୍ତାହକରେ ଦ୍ଵିତୀୟ ଘଟଣା। ୫ ଦିନର ବ୍ୟବଧାନରେ କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବାହିନୀ (ସିଆଇଏସଏଫ) ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ବିଦେଶୀ ମୁଦ୍ରା ଜବତ କରିଛନ୍ତି। ପ୍ରଥମ ଘଟଣାରେ ବିସ୍କୁଟ୍‌ ଓ ବାଦାମ ଭିତରୁ ନୋଟ୍‌ ଜବତ … Read More

ବିକାଶ ପାଇଁ ବିନାଶ ହୋଇଛି ୬ଶ’ ହେକ୍ଟର ଜଙ୍ଗଲ

ଭୁବନେଶ୍ୱର(ଓଟି): ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର? ଏଭଳି ପ୍ରଶ୍ନରୁ ସାରମର୍ମ ଉତ୍ତର ହେଉଛି- ବିକାଶ ପାଇଁ ବିନାଶ ହୋଇଛି ପ୍ରାୟ ୬ଶହ ହେକ୍ଟର ଜଙ୍ଗଲ। ତାହାପୁଣି ଏକ ଦଶନ୍ଧି ମଧ୍ୟରେ ଉଜୁଡ଼ି ଯାଇଛି। ଶିଳ୍ପ ପାଇଁ … Read More

କୋବିଡ୍-୧୯ ଆତଙ୍କ: ନେଲାଣି ୧୯୦୦ ମୁଣ୍ଡ, ଡାକ୍ତରଙ୍କ ପ୍ରାଣ ଗଲା

ନୂଆଦିଲ୍ଲୀ(ଓଟି): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇଚାଲିଛି। କମିବାର ନାଁ ଧରୁନି। ବିଶ୍ଵବ୍ୟାପୀ ବିଶେଷଜ୍ଞଙ୍କ ନିଦ ହଜାଇ ସାରିଲାଣି। କିନ୍ତୁ କୋବିଡ୍‌-୧୯ ବା କରୋନା ଭାଇରସ୍‌ ଆତଙ୍କ ପାଇଁ ଔଷଧ ବାହାରିନି। ସେଇ ଚୀନ୍‌ରେ ୨୦୦୨-୦୩ରେ ଦେଖାଦେଇଥିବା ଏସ୍‌ଏଆର୍‌ଏସ୍‌ ବା ସାର୍ସ … Read More

ସରୁଛି ଶୀତ, ଫେରୁଛି ତାତି

ଭୁବନେଶ୍ଵର(ଓଟି): ପାଣିପାଗର ଲୁଚଖାଳି ଖେଳ ଭିତରେ ଚଳିତବର୍ଷ ଖୁବ୍‌ ଅସ୍ତବ୍ୟସ୍ତ କରିଛି ପ୍ରକୃତି। ମଣିଷକୃତ ତ୍ରୁଟି ମଧ୍ୟ ପରିବେଶ ବିଗାଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ବିଳମ୍ବିତ ଆଉ ଅଦିନିଆ ବର୍ଷା, ବଜ୍ରପାତ, କୁହୁଡ଼ି, କାକର, ହାଡ଼ଭଙ୍ଗା ଜାଡ଼ ଆଦି ଭିତରେ … Read More

ତେନ୍ଦୁଲକରଙ୍କୁ ସ୍ପୋର୍ଟିଂ ମୁମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ(ଓଟି): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ବିଶ୍ଵର ଆଉଏକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ତେନ୍ଦୁଲକରଙ୍କୁ ସ୍ପୋର୍ଟିଂ ମୁମେଣ୍ଟ ୨୦୦୦-୨୦୨୦ ଆୱାର୍ଡ ମିଳିଛି। ବିଶ୍ୱର ପ୍ରସିଦ୍ଧ ଲରିୟସ ୱାର୍ଲ୍ଡ ସ୍ପୋର୍ଟସ ଆୱାର୍ଡ ଘୋଷଣା ହୋଇଥିବାବେଳେ ଫର୍ମୁଲା-୧ ରେସର୍ ଲୁଇସ ହାମିଲଟନ ଏବଂ … Read More

୬୧ରେ ତାପସଙ୍କ ଅଲବିଦା

ଭୁବନେଶ୍ଵର(ଓଟି): ଆଉ ନାହାନ୍ତି ତାପସ ପାଲ। ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ୬୧ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କରିଦେଇଛନ୍ତି। ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଯାଇଛି। … Read More