୨୮ରୁ ପୁଣି ‘ରାମାୟଣ’

ନୂଆଦିଲ୍ଲୀ (ଓଟି): ଟିଭିର ବହୁଳ ପ୍ରସାର ନଥିବା ବେଳେ ଏକଦା ଜନମାନସକୁ ଆନ୍ଦୋଳିତ କରିଥିବା ଓ ସାଧାରଣରେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲା ପୌରାଣିକ ଧାରାବାହିକ ‘ମହାଭାରତ’ ଓ ‘ରାମାୟଣ’। ରାମାନନ୍ଦ ସାଗରଙ୍କ ଉଦ୍ୟମ ଏକ ନୂଆ ଦିଶା ଦେଇଥିଲା ଟେଲିଭିଜନ ଶୋ’କୁ। … Read More

#କୋବିଡ୍-୧୯: ଖୋଲାହେବ ଏନ୍‌ଏଚ୍‌ ପାର୍ଶ୍ଵ ଢାବା

ଭୁବନେଶ୍ୱର(ଓଟି): କରୋନା ଭୟବହତା ଦୃଷ୍ଟିରେ ସାରା ଦେଶ ଲକ୍‌ଡାଉନ୍‌। ସବୁଆଡ଼େ ସମସ୍ୟା। ସାଧାରଣ ଜନଜୀବନ  ଆଉ ଚଳଣିରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଭଳି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବଡ଼ ଚ୍ୟାଲେଞ୍ଜର କଥା। କାରଣ ଲୋକଙ୍କୁ ନିହାତି … Read More

ଅନ୍ୟରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର (ଓଟି): ମହାମାହାରୀ କରୋନା ପାଇଁ ସାରା ଦେଶ ଲକ୍ ଡ଼ାଉନ। ବିଭିନ୍ନ ସମସ୍ୟା ଭିତରେ ଅନେକ ଲୋକ ନିଜ ଘରଠୁ ବହୁ ଦୂରରେ ରହିଯାଇଛନ୍ତି। ଏପରିକି ଅନେକ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି। ଏହିକ୍ରମରେ ବାହାର ରାଜ୍ୟରେ … Read More

ଏଚ୍ଆଇଭି ମେଡିସିନ୍‌ରେ ଭଲହୋଇଗଲେ କରୋନା ରୋଗୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କର ଘନ ଅନ୍ଧାର ଭିତରକୁ ଠେଲି ଦେଇଛି। ସାରା ବିଶ୍ଵବାସୀ ମୁଣ୍ଡରେ ହାତଦେଇଛନ୍ତି। ସବୁଠି ଭୟ ଭୟ ଆଉ ଭୟ। ଏହି ମାରାତ୍ମକ ଭୂତାଣୁ ପାଇଁ ବାହାରିନି ମେଡିସିନ। କେବଳ ସତର୍କତା ହିଁ ଦୂରେଇ ରହିବାର … Read More

ବିଏମ୍‌ସି ଯୋଗାଇବ ଭ୍ରାମ୍ୟମାଣ ସେବା

ଭୁବନେଶ୍ୱର (ଓଟି): ସାରା ଦେଶରେ ଲକ୍-ଡାଉନ୍। ସବୁଠି କରୋନା ପାଇଁ ସମସ୍ୟା। ସମସ୍ତେ ସତର୍କ ରହିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କଡ଼ା କଟକଣା କରାଯାଇଛି। ଫଳରେ ଜରୁରିକାଳୀନ ସାମଗ୍ରୀ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏପରିକି କିଛି … Read More

୧ ନଂ ହାଟ ଘୁଞ୍ଚିଲା

ଭୁବନେଶ୍ୱର (ଓଟି): କଲବଲ କରିସାରିଲାଣି କରୋନା। ସାରା ବିଶ୍ଵକୁ କନ୍ଦାଇ ସାରିଲାଣି ମହାମାରୀ ଭୂତାଣୁ। ଏହାକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ସରକାର ସୁରକ୍ଷା ଓ ସତର୍କତା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆବଶ୍ୟକ ଦୃଷ୍ଟିରୁ ଭୁବନେଶ୍ଵର ୧ … Read More

ଅଭିନେତ୍ରୀ ନିମି ଆଉ ନାହାନ୍ତି

ମୁମ୍ବାଇ(ଓଟି):ଖ୍ୟାତନାମା ଅଭିନେତ୍ରୀ ନିମି ଆଉ ନାହାନ୍ତି। କିଛି ମାସ ଧରି ଅସୁସ୍ଥ ଥିବା ୮୮ ବର୍ଷୀୟା ନିମି ମୁମ୍ବାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୧୬ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରିଥିବା ନିମିଙ୍କ ପାଇଁ … Read More

ଭାରତରୁ ୧୫ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ(ଓଟି): ମହାମାରୀ ଆତଙ୍କ ଥମୁନି। ଦିନକୁ ଦିନ ସଂକ୍ରମିତ ଓ ମୃତକ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଦେଶରେ ଚିନ୍ତା ବଢ଼ିଯାଇଛି। ସାରା ଦେଶ ଲକ୍‌ଡାଉନ୍‌ ଥିବାବେଳେ ଶେଷ ଖବର ଅନୁସାରେ ୧୫ ଜଣ ଏହି ଭାଇରସ କବଳରେ ଜୀବନ ହାରିଥିବା … Read More

ଆଇଆଇଟି ଦିଲ୍ଲୀ ପରେ ଖଡ଼ଗ୍‌ପୁରର କମାଲ୍

କୋଲକାତା (ଓଟି): ଆଇଆଇଟି ଦିଲ୍ଲୀ ନିକଟରେ ବଡ଼ ସଫଳତା ପାଇଥିଲା। କମ୍‌ ଖର୍ଚ୍ଚରେ କୋବିଡ୍‌-୧୯ ତଥା କରୋନା ସଂକ୍ରମଣ ସଂକ୍ରାନ୍ତରେ ପରୀକ୍ଷା କରିବା ପାଇଁ କିଟ୍‌ ପ୍ରସ୍ତୁତ କରିଥିଲା। ସେହିପରି ଆଇଆଇଟି ଖଡ଼ଗ୍‌ପୁରର ବିଶେଷଜ୍ଞମାନେ ଦୁଇ ପ୍ରକାରର ଆଲକହଲ ଯୁକ୍ତ ସାନିଟାଇଜର … Read More

ଲସ୍ ଏଞ୍ଜେଲ୍ସରେ ଫସିଯାଇଛନ୍ତି ସୌନ୍ଦର୍ଯ୍ୟା

ମୁମ୍ବାଇ(ଓଟି): ଯିଏ ଯୋଉଠି ଥାଉ, କିନ୍ତୁ ନିଜ ନିଜ କାର୍ଯ୍ୟରେ କଲବଲ ହୋଇଗଲେଣି। ସାରା ବିଶ୍ଵରେ ଏ ସାଂଘାତିକ ସ୍ଥିତି। ସବୁରି କାରଣ ମହାମାରୀ କରୋନା। ଏହି ମାରାତ୍ମକ ଭୂତାଣୁ ଅଦୃଶ୍ୟ ଭାବେ ସଂକ୍ରମିତ ହେବା ସହ ଗୋଟିଏ ପରେ ଗୋଟିଏ … Read More