#କୋଭିଡ୍-୧୯: ବଢ଼ିଲା ଦିଲ୍ଲୀ ଟେନସନ୍, ମକରଜ୍ ମୁଖ୍ୟଙ୍କ ନାଁରେ ମାମଲା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ଯୋଗୁ ଦେଶ ଲକଡାଉନ୍‌। ଏଭଳି ସ୍ଥିତିରେ ଦିଲ୍ଲୀ ନିଜାମୁଦ୍ଦିନ ମସଜିଦ୍ ପକ୍ଷରୁ ଆୟୋଜିତ ହୋଇଥିଲା ଧାର୍ମିକ ସମାବେଶ। ଯାହା ସମ୍ପ୍ରତି ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ସମ୍ମିଳନୀରେ ଯୋଗ ଦେଇଥିବା ଅଧିକାଂଶ … Read More

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ

ଭୁବନେଶ୍ୱର(ଓଟି): ଚିନ୍ତା ବଢ଼ାଇ ଦେଇଛି କୋଭିଡ୍‌-୧୯ ତଥା କରୋନା ମହାମାରୀ। ଦେଶରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ଆଗକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହେଲାଣି। ଦିଲ୍ଲୀର ଧାର୍ମିକ ସମାବେଶ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇ ଦେଶ ପାଇଁ ବିପଦ … Read More

’୯୦ ଦଶକକୁ ସନ୍ନିଙ୍କ ଛାତିଏ ସ୍ଵାଗତ

ମୁମ୍ବାଇ(ଓଟି): ଅଭିନେତ୍ରୀ ସନ୍ନି ଲିଓନି। ବିଭିନ୍ନ କାରଣରୁ ସବୁବେଲେ ଚର୍ଚ୍ଚାରେ ରହିଆସିଛନ୍ତି। ଲୋକପ୍ରିୟତା ବି କମ୍‌ ନାହିଁ, ପ୍ରଶଂସକ ସଂଖ୍ୟା ବି ଢେର୍‌ ଅଧିକ। ବିଶେଷକରି ନିଜର ସୌନ୍ଦର୍ଯ୍ୟ ଓ ସେକ୍ସି ଲୁକ୍‌ ପାଇଁ ତାଙ୍କର ଫଲୋର୍ସ ଏକ ପ୍ରକାର ପାଗଳ। … Read More

#କୋଭିଡ୍-୧୯: ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଛଟପଟ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଆତଙ୍କ ଲାଗି ଦେଶ ଲକ୍‌ଡାଉନ୍‌। ଯିଏ ଯୋଉଠି ଥିଲେ ସେଇଠି ଅଟକି ରହିଗଲେ। ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ଘରଠାରୁ ଦୂର କେଉଁ ରାଜ୍ୟରେ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରହି ଛଟପଟ ହେଉଛନ୍ତି … Read More

#କୋଭିଡ୍-୧୯: ରାଜଧାନୀରୁ ସହର ସାନିଟାଇଜେସନ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଅଭିଯାନ ଚଳାଇଛନ୍ତି। ଏହିକ୍ରମରେ ରାଜଧାନୀ ଭୁବନେଶ୍ଵର ମହାନଗରକୁ ସଂକ୍ରମଣମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜଧାନୀର କିଛି ଅଞ୍ଚଳରେ ଜୀବାଣୁମୁକ୍ତ ରାସାୟନିକ ସାମଗ୍ରୀ ସ୍ପ୍ରେ … Read More

୯ ସୁଦ୍ଧା ରାଜ୍ୟରେ ମିଳିବ ଦରମା, ପେନସନ୍

ଭୁବନେଶ୍ୱର (ଓଟି): ‘କରୋନା’ ପାଇଁ ଦେଶ ଲକଡାଉନ୍‌ରେ ରହିଛି। ଏଭଳି ବିପର୍ଯ୍ୟୟ ଓ ମହାମାରୀର ଆତଙ୍କ ସ୍ଥିତିରେ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏଥିସହ ପେନସନ୍‌ ଉପଭୋକ୍ତାଙ୍କ କଥାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ସୂଚନା … Read More

#କୋଭିଡ୍୧୯: ଦିଲ୍ଲୀ-ନିଜାମୁଦ୍ଦିନରୁ ବଢ଼ିଲା ଆଶଙ୍କା, ୨୪ ପଜିଟିଭ୍, ୯ ମୃତ

ନୂଆଦିଲ୍ଲୀ (ଓଟି): ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜିତ ଧାର୍ମିକ ସମାବେଶ ଫଳରେ ଶହଶହ ଲୋକଙ୍କୁ ମହାମାରୀ କରୋନା ସଂକ୍ରମଣ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମସ୍ୟା ଏଭଳି ସୃଷ୍ଟି ହୋଇଛି ଯେ ଏହା ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି। ସମାବେଶ ବା ସମ୍ମିଳନୀକୁ … Read More

#ଲକ୍‌ଡାଉନ୍‌: ବଢ଼ିବ ପ୍ରିପେଡ୍ ପ୍ଲାନ୍ ବୈଧତା!

ଭୁବନଶ୍ଵେର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ପ୍ରତିଟି କ୍ଷେତ୍ରକୁ ସଜାଗ କରାଯାଇଛି। ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଆଉକେତେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଅଣାଯାଇଛି। ଏହିକ୍ରମରେ ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିକର ପ୍ଲାନ୍‌ ବୈଧତା ବୃଦ୍ଧି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ … Read More

#ଲକ୍‌ଡାଉନ୍‌: ପୁଲିସ୍ କର୍ମଚାରୀଙ୍କ ୮ ଘଣ୍ଟା ଡ୍ୟୁଟି

ଭୁବନେଶ୍ୱର (ଓଟି): ଲକ୍‌ଡାଉନ ସମୟରେ ୮ ଘଣ୍ଟା ଡ୍ୟୁଟି କରିବେ ପୁଲିସ୍‌ କର୍ମଚାରୀ। ଏଥିସହ ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହରେ ଦିନେ ଛୁଟି ମିଳିବ। ଡିଜି ଅଭୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଏସପି/ଡିସିପିଙ୍କୁ ଏ ସମ୍ପର୍କରେ … Read More

ବୟସରେ ଶିଶୁ, ବୁଦ୍ଧିରେ ବୟସ୍କ: କୁମ୍ପି ଭାଙ୍ଗି ଦାନକଲା

ଚେନ୍ନାଇ (ଓଟି): କୁହାଯାଏ ଈଶ୍ଵରଙ୍କ ସ୍ଵରୂପ ହେଉଛି ଶିଶୁ। ଶିଶୁ ଯେମିତି ସରଳ, ସେମିତି ନିଷ୍କପଟ। ଏଭଳି ଜଣେ ଅନନ୍ୟ ଶିଶୁ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ବୟସ ଅଢ଼େଇ ବର୍ଷ। ହେଲେ ବୁଦ୍ଧିରେ ତା’ର ସରି କିଏ? ମହାମାରୀ … Read More