#କୋଭିଡ୍-୧୯: ଡାକ୍ତରଙ୍କ ପ୍ରାଣ ଗଲା
ଇନ୍ଦୋର (ଓଟି): ମହାମାରୀ କରୋନା ଭାଇରସ୍ ନେଲା ଚିକିତ୍ସକଙ୍କ ପ୍ରାଣ। ପୂର୍ବରୁ ଅନେକ ସ୍ଵାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ସୂଚନା ରହିଥିବାବେଳେ ଦେଶରେ ପ୍ରଥମଥର ପାଇଁ ଜଣେ ଡାକ୍ତରଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ଡାକ୍ତର ଶତ୍ରୁଘ୍ନ … Read More











