ବନ୍ଦ କର ଏ ବକୱାସ୍…

Bhubaneswar: ବନ୍ଦ କର ଏ ବକୱାସ୍ । କାରଣ ଓଡ଼ିଶାବାସୀ ଶାନ୍ତିପ୍ରିୟ, ସେମାନେ ଶାନ୍ତିରେ ରହିବାକୁ ଚାହାନ୍ତି… ଶାନ୍ତିରେ ଶୋଇବାକୁ, ଆଉ ସବୁଦିନ ପାଇଁ ଶାନ୍ତିରେ ଶୋଇବାକୁ ମଧ୍ୟ… । ବିଜୁ ବାବୁଙ୍କ ସପନ ଦେଖାଇ… ବିକାଶର ବାଜା ବଜାଇ… ଶିଳ୍ପାୟନର … Read More

The Propaganda Appointment: କିଏ ସେହି ଅମୁକ ଡ୍ୟାସ୍ ? (ଭାଗ-୩)

Bhubaneswar: ତୁଠ ନିରମଳ, ପାଣି ଗଙ୍ଗା ଜଳ…. ମୁଗୁନି ପଥର ପଡ଼ିଛି, କେତେ ଘଷିମାଜି ହେଉଛୁ ଲୋ ଗୋରି କେଉଁ ରସିକ ବା ଝୁରୁଛି… ଆଜ୍ଞା ହଁ, ଆମେ ଏଇଥି ପାଇଁ କହୁଛୁ, କାରଣ, ଏହାର ଉତ୍ତର ତଥାକଥିତ ଡ୍ୟାସ୍ ସାମ୍ବାଧିକଙ୍କ … Read More

କିଏ, ସେହି ଅମୁକ ଡ୍ୟାସ୍” ? (ଭାଗ-୨)

Bhubaneswar: କିଏ ସେହି ଅମୁକ ଡ୍ୟାସ୍ ! ପ୍ରଥମର ଏହି ଛଣବନ୍ଧା ଖବର, ନିଶ୍ଚିତ ରୂପେ ମୂର୍ତ୍ତିର ରୂପ ନେବ । ଏହାର ଏକ ମାଟିଆ, ଦୋ-ମାଟିଆ ବି ହେବ । ଧଳା ରଙ୍ଗ ପରେ ରଙ୍ଗ ଦିଆଯିବ ଏବଂ ପରିଶେଷରେ … Read More

କିଏ ସେହି ଅମୁକ #ଡ୍ୟାସ୍ ?

Bhubaneswar: ପ୍ରାୟ ସବୁ ପ୍ରକାର ସାକ୍ଷାତକାରରେ ପ୍ରଥମ ପ୍ରଶ୍ନ ଥାଏ- Please introduce yourself, ଅର୍ଥାତ ନିଜ ବାବଦରେ କିଛି କୁହ ବା ନିଜକୁ ନିଜେ ଉପସ୍ଥାପନ କର । ସେହି ପ୍ରଶ୍ନରେ ଆଶାୟୀ ପ୍ରାର୍ଥୀ ନିଜର ନାମ, ଶିକ୍ଷାଗତ ଯୋଗ୍ୟତା, … Read More

ଫସେଇ ଦେଲୁ ଫେସନବାଲୀ…

BHUBANESWAR: “ଚାଲୁଛୁ ହଲି ହଲି, ଚାହୁଁଛୁ ବୁଲି ବୁଲି…ମନ ତୋ ଭାରି ଚୁଲୁବୁଲି, ଫସେଇ ଦେଲୁ ଫେସନବାଲୀ” … ଦିନ ଥିଲା, ଓଡ଼ିଶାର ଗଳିକନ୍ଦିକୁ ଘାଣ୍ଟୁଥିଲା ଏ ଗୀତ । ହେଲେ, ସେତେବେଳେ ଏ ଗୀତର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆବେଗ, … Read More

କଂଗ୍ରେସ ଏତେ କରାମତିଆ କେବେଠୁ ହେଲା ?

* କଣ ହୋଇଛି ଓଡ଼ିଶା କଂଗ୍ରେସର ? * କଣ ହୋଇଛି ଓଡ଼ିଶା ବିଜେପିର ? * କଣ ହୋଇଛି ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାରର * କାହିଁକି କଂଗ୍ରେସ ଏମିତି କମ୍ପମାନ କରୁଛି ? * ବିଜେପିର ୭୮ … Read More

ବିଜେଡି ଜୀଇଁବ, ବିଜେପି ପାଇଁ !

BHUBANESWAR: ହଁ ଆଜ୍ଞା, ବିଜେଡିର ବଞ୍ଚିବା ସମ୍ଭାବନା କମ ଥିବା ବେଳେ ଜୀଇଁବା ସମ୍ଭାବନା କିଛି ମାତ୍ରାରେ ରହୁଛି । ଅର୍ଥାତ, ୨୦୨୪ ନିର୍ବାଚନର ରେଜଲଟ ଓ ତାହାର କାରଣକୁ ଅନୁଶୀଳନ କଲା ପରେ ଲାଗୁଛି, ବିଜେଡିର Revival ଅସମ୍ଭବ ଲାଗୁଥିବା … Read More

ଅବତାରୀ ବନାମ ଅଶରୀରି…

Bhubaneswar: ଏ ଦୁନିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ମାତୃଭକ୍ତ କିଏ ଥିବା ଆପଣ ଦେଖିଛନ୍ତି କି ? ବୋଧହୁଏ, ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ମୋଦିଙ୍କଠାରୁ ଅଧିକ ମାତୃଭକ୍ତ ଏ ଦୁନିଆରେ ଥିବାର ରେକର୍ଡ … Read More

ଛି ଛି ଛିରେ #NaNi ଛି…

Bhubaneswar: ହଁ ଆଜ୍ଞା, କିଛିଦିନ ହେବ ମାର୍କେଟ ଘାଣ୍ଟୁଛି ଏହି ଗୀତ । କୋରପୁଟିଆ ଭାଷାର ଏହି ନନୀ ଶବ୍ଦର ଅନ୍ୟ କିଛି ଅର୍ଥ ଅଛି କି ! ହୁଏତ ଥାଇପାରେ, ତେବେ ତାର ସେନସ ଖୋଜିବା ଆମର କାମ ନୁହେଁ, … Read More

ହେ ନବ…, ତୁମକୁ ନେଲା କିଏ !

Bhubaneswar: ନବ ବାବୁ, କେଉଁଠି ଅଛନ୍ତି ? ସ୍ବାସ୍ଥ୍ୟମନ୍ତ୍ରୀ ଭାବେ କୋରୋନା ବେଳେ ଆପଣଙ୍କ ଦେଖା ନଥିଲା, କିନ୍ତୁ ଯେତେବେଳେ ଦେଖା ହେଲା, ତାର କିଛିଦିନ ପରେ ଆପଣ ଚାଲିଗଲେ । ନବ ବାବୁ, ବେଳ ପୂର୍ବରୁ ଏମିତି ଅବେଳରେ ଆପଣ … Read More