ବିବେକ ରାମ ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ

ଭୁବନେଶ୍ଵର, (ଓଟି):  ଏୟାର ମାର୍ଶାଲ୍‌ ବିବେକ ରାମ ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ। ଆସନ୍ତା ୩୦ ତାରିଖରେ ସେ ଏହି ଦାୟିତ୍ଵ ନେବେ। ଏହିଦିନ ବର୍ତ୍ତମାନର ବା୍ରୁସେନା ମୁଖ୍ୟ ଆରକେଏସ ଭଦୋରିଆ ଚିଫ୍‌ ଏୟାରମାର୍ଶଲ୍‌ ପଦବୀରୁ ଅବସର ନେବା … Read More

ଆସନ୍ତା କାଲି ମୋଦିଙ୍କ ଆମେରିକାଗସ୍ତ: କାହାକୁ ଭେଟିବେ, କ’ଣ ଆଲୋଚନା କରିବେ ଜାଣନ୍ତୁ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତରେ ଯିବେ। ମହାମାରୀ କୋରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରମୁଖ ବିଦେଶ ଯାତ୍ରା ।  ଦନୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଏବଂ ଅବଦଳୁଥିତବା ବିଶ୍ଵ ପରିସ୍ଥିତିରେ ବୈଦେଶିକ ସମ୍ପର୍କକୁ … Read More

୬ ମାସରେ ବଦଳିଲେ ୬ ମୁଖ୍ୟମନ୍ତ୍ରୀ: କାହିଁକି, କେମିତି ଓ କେଉଁଠି ଜାଣନ୍ତୁ ସମ୍ପୂଣ୍ଣ ରିପୋର୍ଟ

ବିଗତ ୬ ମାସ ମଧ୍ୟରେ ୫ ରାଜ୍ୟରେ ବଦଳିଲେଣି ୬ ଜଣ ମୁଖ୍ୟମନ୍ତ୍ରୀ । ଖାଲି ବିଜେପି ଶାସିତ ରାଜ୍ୟରେ ନୁହେଁ, କଂଗ୍ରେସ ବି ସମ୍ଭାବୃ୍ୟ ନିର୍ବାଚନରେ ନିଜର ସ୍ଥିତିକୁ ସୁଧାରିବା ଲାଗି ଏହି ରଣନୀତିକୁ ଆପଣାଇଛି। ତେବେ କିଏ କେଉଁଠି … Read More

ଆଡ୍‍ଭୋକେଟ୍‍ ଜେନେରାଲ୍‍ଙ୍କ ଅଫିସରେ ୧୮ ଜଣଙ୍କୁ କରୋନା: ଅଫିସ ବନ୍ଦ

ଭୁବନେଶ୍ୱର, (ଓଟି): କଟକସ୍ଥିତ ଆଡ୍‍ଭୋକେଟ୍‍ ଜେନେରାଲ୍‍ଙ୍କ ଅଫିସ୍‍କୁ ବନ୍ଦ ଘୋଷଣା କରିଛନ୍ତିି କଟକ ମ୍ୟୁନିସିପାଲିଟି କର୍ପୋରେସନ୍‍ । ସମ୍ପୃକ୍ତ ଅଫିସ୍‍ରେ କୋଭିଡ୍‍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା ୪୮ ଘଣ୍ଟା ଯାଏ ଏହି କାର୍ଯ୍ୟାଳୟକୁ … Read More

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ହାସଲ ଲକ୍ଷ୍ୟ : ମୁକେଶ ଅମ୍ବାନି

  ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି ଭୁବନେଶ୍ୱର: ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଯୋଗଦାନ  … Read More

କାହାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼: ରାଜ୍ୟର ୭୫ ପ୍ରତିଶତ ଗାଁରେ ନାହିଁ ସ୍ୱାସ୍ଥ୍ୟକେନ୍ଦ୍ର, ଦେଶରେ ତଳଆଡ଼ୁ ତିନି ନମ୍ବର

ଭୁବନେଶ୍ୱର, (ହରିହର ପଣ୍ଡା) : ସ୍ୱାସ୍ଥ୍ୟସେବା ଲାଗି ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ବର୍ଷକୁ ବର୍ଷ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ସରକାର ବଜେଟ୍ ପରିମାଣ ମଧ୍ୟ ବଢ଼ାଉଛନ୍ତି । ଚଳିତ ବର୍ଷ ବଜେଟ୍‌ରେ ପ୍ରାୟ … Read More