(ଭାଗ-୬) କିଏ, ସେହି ଅମୁକ ଡ୍ୟାସ୍ ? (କ୍ରମଶଃ…
Bhubaneswar: ପରିଚୟ, ବୃତ୍ତିଗତ ସ୍ବତନ୍ତ୍ରତା ଓ ସନ୍ତୋଷ ସହ ଆର୍ଥିକ ସ୍ବାୟତ୍ତତା ଦେଇଥିବା ପୂର୍ବ ସଂସ୍ଥା ବିରୋଧରେ ବିଷୋଦଗାର, ଅପପ୍ରଚାର… ପୂର୍ବ ସଂସ୍ଥା ଓ ତାର ମୁଖ୍ୟଙ୍କ ନାମ ଓ ଦସ୍ତଖତକୁ ନେଇ ଜାଲିଆତି, ବର୍ତ୍ତମାନର ସଂସ୍ଥା ଓ ତାର HR Policyର ଧଜିଆ ଉଡ଼ାଇବା… ଏଭଳି ସାମ୍ବାଦିକଙ୍କୁ ବୋଧ ହୁଏ, ସାମ୍ବାଦିକ କିମ୍ବା ମଣିଷ କହିବା ଉଚିତ ହେବନି । ବରଂ ଏମାନଙ୍କୁ ସାମ୍ବାଧିକ ବା ଅମଣିଷ, ବେଇମାନ, ବିଶ୍ବାସଘାତକ ଆଦି, କହିବା ହୁଏତ ଅନେକ ମାତ୍ରାରେ ଉଚିତ ହୋଇପାରେ ।
କାରଣ, These guys do not have brains, perhaps, they have chicken brains !!! ତେଣୁ ଏଭଳି ସ୍ଥିତିରେ ଏମାନଙ୍କୁ କଣ କୁହାଯିବ ? ସାମ୍ବାଦିକ ନା ସାମ୍ବାଧିକ Parasite ?
ଦସ୍ତଖତ ଜାଲିଆତି କରି ନିଯୁକ୍ତି ପ୍ରାପ୍ତ, ନିଯୁକ୍ତ ପୂର୍ବର Propaganda, ପୁଣି ନୀରିହ ନଣ୍ଡାଙ୍କ କ୍ଷେତ୍ରରେ ସେହି ସମାନ ସୂତ୍ରକୁ ଆପଣାଇବା ଏବେ, ଅମୁକ ଡ୍ୟାସଙ୍କ Immediate Bossଙ୍କ ମୁଣ୍ଡବିନ୍ଧାର ବଡ଼ କାରଣ । କାରଣ, ଅମୁକ ଡ୍ୟାସଙ୍କ Immediate Boss ଏବେ ବଡ଼ Tensionରେ । କଣ କରିବେ, କେମିତି ନିଜ ସ୍ଥିତି ନିଜେ ବଞ୍ଚାଇବେ, କେମିତି ନିଜର ପାଦଚଟାଙ୍କୁ ସୁରକ୍ଷା ଦେବେ, ସେହି ଚିନ୍ତା ଏବେ ତାଙ୍କୁ ଘାରିଛି ।
Official Internal Inquiry ତନାଘନା ହୋଇଥିବା ବେଳେ, ଏହି କଥାକୁ ନେଇ ଟୁପୁରୁ ଟାପୁରୁରେ ଓଡ଼ିଶା ମିଡିଆ ମାର୍କେଟ ଉଠୁଛି ପଡୁଛି । କହିବାକୁ ଗଲେ ଅମୁକ ଡ୍ୟାସ୍ ଏବଂ ତାଙ୍କ Immediate Boss, ମୁହଁ ଦେଖାଇବାକୁ ଥାନ ପାଉନାହାନ୍ତି । HR ପାଖରେ ଘନ ଘନ ହାଜିରା, Mail ପରେ Mailର ଉତ୍ତର ଦେଇ ଦେଇ ନୟାନ୍ତ ହୋଇଗଲେଣି ।
ସବୁ ଜାଣି, ସବୁ ନଜାଣିବାର ଅଭିନୟ କରିବାକୁ ଚେଷ୍ଟା କରୁଛନ୍ତି ଅମୁକ ଡ୍ୟାସ୍ ଏବଂ ତାଙ୍କ Immediate Boss । ହେଲେ, ଭିତିରେଇକି ଦେଖିଲେ ଉଭୟଙ୍କ ପିଳେହି ପାଣି ।
ଅମୁକ ଡ୍ୟାସଙ୍କ Immediate Boss, ଏବେ ନିଜ ସ୍ଥିତି ବଞ୍ଚାଇବାକୁ ନାକେଦମ୍ । ଅମୁକ ଡ୍ୟାସଙ୍କୁ ନେଇ ସେ ଗୋଟେ, ଦିଟା ଜାଗାରେ Try କରି ସାରିଲେଣି । ହେଲେ, କୋଉଠି କିଛି ହେଲେ ତ ! ଯେଉଁଠାକୁ ଗଲେ, ଗୋଟିଏ ପ୍ରଶ୍ନ, ଏହି ଭୟଙ୍କର ଜାଲିଆତି ଏବଂ ଆଇନ କାନୁନର ଭୟଙ୍କର ଉଲ୍ଲଂଘନକୁ ନେଇ ପ୍ରଶ୍ନ ।
ତେଣୁ ଏଭଳି ସ୍ଥିତିରେ, ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଅମୁକ ଡ୍ୟାସ୍ ଏବଂ ତାଙ୍କ ବର୍ତ୍ତମାନର Immediate Boss, ହାତ ଧରାଧରି ହୋଇ ବୁଡ଼ିବା ଥୟ । …
(କ୍ରମଶଃ…