ଭିଜିଲାନ୍ସ ପଞ୍ଝାରେ GPO

କଣ୍ଟାବାଞ୍ଜି, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO) । ବ୍ଲକ ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବରଗଡ଼ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଚଢ଼ାଉ । ଏକା କାଳୀନ ୫ ଟି ସ୍ଥାନରେ ଚଢ଼ାଉ ।

କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା , ମୁରିବାହାଲ ବ୍ଲକ କାର୍ଯ୍ୟଳୟ ଏବଂ ତାଙ୍କ ଫୋଟୋ ଷ୍ଟୁଡିଓରେ ଚଢ଼ାଉ । ବ୍ଲକ ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁ ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *