ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ରାୟଗଡା, (ଓଡିଶା ଟାଇମ୍) : ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ । ଛତିଶଗଡ କ୍ୟାଡରର ରହିଛନ୍ତି ଦୁଇ ମାଓବାଦୀ । ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଥିଲେ ଦୁଇ ଜଣ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ ।  ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ। ମଙ୍କୁ ଉପରେ ୪ ଲକ୍ଷ ଓ ଲଛୁ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓଡିଶା ସରକାରଙ୍କ ରହିଥିଲା ।

Leave a Reply

Your email address will not be published. Required fields are marked *