ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ; ଜଣେ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡିଛନ୍ତି ବାଘ ଛାଲ ବେପାରୀ । ପୁଣି ଏକ ବାଘଛାଲ ଜବତ।।  ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି।

ସେହିପରି ବାଘ ଛାଲ ବେପାର ଅଭିଯୋଗରେ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌। ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

Leave a Reply

Your email address will not be published.