ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ଡିଜିପି, ମାଓ ସମସ୍ୟା ସମ୍ପର୍କରେ କଲେ ସମୀକ୍ଷା

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପରେ ଓଡିଶା ପୁଲିସ ଡିଜି ଅଭୟ ପହଞ୍ଚି ସ୍ଥିତ ସମୀକ୍ଷା କରିଥିଲ। ପରେ ସେଠାରୁ ମାଲକାନଗିରି ଏସପି କାର୍ଯ୍ୟଳୟ ଗସ୍ତ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଡିଜିଙ୍କ ଗ୍ରସ୍ତ ଯୋଗୁଁ ଆଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଆଜି ବିଏସଏଫ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଗୋରାସେତୁ ଅଞ୍ଚଳରେ ମାଓ ସାମଗ୍ରୀ ଜବତ ହୋଇଛି। ଏଥିସହ ବିଭିନ୍ନ ପୁସ୍ତିକା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ମାଓ ସାମଗ୍ରୀ ଜବତ ହୋଇଛି।

Leave a Reply

Your email address will not be published.