ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଖୁଲାସା, କରୋନା ରୋଗୀଙ୍କ ପାଇଁ ପ୍ରଭାବି ନୁହେଁ ରେମଡେସିଭିର
ୱାସିଂଟନ, (ଓଡିଶା ଟାଇମ୍) : ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ … Read More