ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ପିଏମ୍ ମୋଦି ଖୁଆଇଲେ କେକ୍, ପାଦ ଛୁଇଁ ନେଲେ ଆଶୀର୍ବାଦ;
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ବିଜେପିର ଭୀଷ୍ମ ପିତାମହ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ। ରବିବାର ଦିନ ଆଡଭାନୀ ୯୩ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇବା ସହ କେକ୍ କାଟିଛନ୍ତି। … Read More