ବଢିଲା ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତାର ଆଶା, ଜହ୍ନରେ ଜଳର ସନ୍ଧାନ ପାଇଲା ନାସା

ୱାସିଂଟନ, (ଓଡିଶା ଟାଇମ୍) : ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। ପ୍ରକୃତରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ରରେ ପାଣି ଠାବ କରିଛନ୍ତି। ଖାସ୍ କଥା ହେଉଛି ଏହା ଯେ … Read More

ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ । ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ୨୪ ଘଣ୍ଟାରେ ମୁଣ୍ଡୁଳିରେ ମହାନଦୀରେ ବୃଦ୍ଧି ପାଇଛି ୧ ଲକ୍ଷ କ୍ୟୁସେକ୍ … Read More

ମହାନଦୀରେ ଆସୁଛି ମଧ୍ୟମରୁ ବଡ ଧରଣର ବନ୍ୟା- ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହେଉଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ … Read More

ରେଙ୍ଗାଲି ଜଳଭଣ୍ଡାରରୁ ନିଷ୍କାସନ ହେଲା ପ୍ରଥମ ବନ୍ୟାଜଳ

ଅନୁଗୋଳ, (ଓଡିଶା ଟାଇମ୍) : ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷନ ହୋଇଛି । ଜଳଭଣ୍ଡାର ପକ୍ଷରୁ ସୂଚନା ଅନୁସାରେ, ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ … Read More

ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ, (ଓଡିଶା ଟାଇମ୍) : କଟକ ମୁଣ୍ଡଳୀରେ ମହାନଦୀର ଏ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଥିବାବେଳେ ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ହୀରାକୁଦର ୧୫ ଗେଟ୍ ଖୋଲାଯିବା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିଛି। … Read More

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

ହୀରାକୁଦ, (ଓଡିଶା ଟାଇମ୍) : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ପୂଜାର୍ଚ୍ଚନା ପରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯିବ। ଏଥିପାଇଁ ପୂର୍ବରୁ ସମସ୍ତ … Read More

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ, (ଓଡିଶା ଟାଇମ୍) :  ଆଜି ହୀରାକୁଦ ଛାଡିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ଛଡାଯିବ ବନ୍ୟାଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ … Read More