ଭିମ୍‌ସାରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍

ସମ୍ବଲପୁର, (ଓଡିଶା ଟାଇମ୍) :ବୁର୍ଲା ଭିମସାରରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣେ ନର୍ସ ଓ ଜଣେ ଆଟେଣ୍ଡଣ୍ଟ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଭିମସାର୍ ନିର୍ଦ୍ଦେଶକ । … Read More

କ୍ବାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ଭୀମସାର ମେଡିସିନ୍ ଓପିଡି ଆଜିଠାରୁ ୧୨ ତାରିଖ ଯାଏଁ ବନ୍ଦ । ଏହା ସହ ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି ।  ଏହି ୭୦ ଡାକ୍ତରଙ୍କ ମଧ୍ୟରେ କେବଳ ମେଡିସିନ୍ ବିଭାଗରୁ … Read More