ଡାଲମିଆ ସିମେଂଟ୍ ପକ୍ଷରୁ ନୂଆ ଅଭିଯାନ ସହ ଉତ୍ସବ ଋତୁ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ଅଗ୍ରଣୀ ସିମେଂଟ୍ କଂପାନି ଡାଲମିଆ ସିମେଂଟ୍ ପକ୍ଷରୁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ସମୟରେ ଗ୍ରାହକମାନଙ୍କ ଜୀବନ ଉପରେ ଗୁରୁତ୍ୱାରୋପ କରି ଏକ ଡିଜିଟାଲ୍ ଅଭିଯାନ ‘ଅପ୍‌ନି ପର୍ସନାଲ୍ ସ୍ପେସ୍‌’ର ଶୁଭାରମ୍ଭ କରାଯାଇଛି । … Read More