ଭୁବନେଶ୍ବର ୟୁନିଟ୍ -୪ ମାର୍କେଟ୍ ସିଲ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ଵର ୟୁନିଟ୍ -୪ ମାର୍କେଟ୍ ସିଲ୍ କରିଦିଆଯାଇଛି । ଭୁବନେଶ୍ବରରେ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୟୁନିଟ୍ -୪ ମାର୍କେଟକୁ ସିଲ୍ କରାଯାଇଛି … Read More