ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କଲା ଇରାନ

ଆମେରିକା , (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ … Read More

ଖୁବ୍‌ଶୀଘ୍ର ଆସୁଛି ଜି-୧୦

   ବର୍ତ୍ତମାନ ଏହି ୧୦ ଟି ଦେଶ ଏକାଠି ବିଶ୍ୱକୁ ପରିଚାଳନା କରିବେ ଏବଂ ଏହା ଚୀନ୍ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ନିକଟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଜି-୭ର ଶିଖର ସମ୍ମିଳନୀକୁ ସ୍ଥଗିତ ରଖିବାକୁ ଘୋଷଣା କରିବା ସହିତ ଏହକୁ … Read More

ଟ୍ରମ୍ପଙ୍କ ଧମକ ପରେ ଡବ୍ଲ୍ୟୁଏଚଓର ସ୍ୱର ବଦଳିଲା- ‘ ଚୀନ୍‌ ଆମକୁ ତଥ୍ୟ ନ ଦେଇ ଧୋକ୍କା ଦେଇଛି’

କରୋନା ମହାମାରୀକୁ ନେଇ ଚୀନ୍ ଏବଂ ଡବ୍ଲ୍ୟୁଏଚଓ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇଛି । ଚୀନ୍‌ ନିଜର ଭୁଲ ଲୁଚାଇଛି ବୋଲି କହିବା ସହିତ ଡବ୍ଲ୍ୟୁଏଚଓ ବିଶ୍ୱ ଦୃଷ୍ଟିରେ ଭଲ ହେବାର ପ୍ରୟାସ ଆରମ୍ଭ କରିଛି । ଆମେରିକାର … Read More

କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା: ୪୦ ସହରରେ କର୍ଫ୍ୟୁ

ଓ୍ଵାଶିଂଟନ, (ଓଡିଶା ଟାଇମ୍) :  ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି … Read More

WHOକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଟାର୍ଗେଟ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ … Read More

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିପାରେ : ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତିଙ୍କ ଅନୁଯାୟୀ ସେ ଆତ୍ମବିଶ୍ୱାସର ସହିତ କହିପାରିବେ ଯେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଜୀବାଣୁ ପାଇଁ ଏକ ଟୀକା ପ୍ରସ୍ତୁତ କରାଯିବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କରୋନା ଜୀବାଣୁ ଯୋଗୁଁ ଏଠାରେ ମୃତ୍ୟୁବରଣ … Read More