କମିଶନରେଟ୍‌ ପୁଲିସ୍‌ର ଏସ୍‌ଆଇ ସ୍ତରରେ ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ ) : କମିଶନରେଟ୍‌ ପୁଲିସ୍‌ର ସବ୍‌-ଇନ୍‌ସପେକ୍ଟର (ଏସ୍‌ଆଇ) ସ୍ତରରେ ଅଦଳବଦଳ ହୋଇଛି । ୩୧ ଜଣ ଏସ୍‌ଆଇଙ୍କ ବଦଳି ହୋଇଥିବା କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିଛି ଏଏସ୍‌ଆଇଙ୍କ ପଦୋନ୍ନତି ହୋଇଥିବା … Read More