୧୬ ଟ୍ରେନ୍ ବାତିଲ୍: ଇଷ୍ଟକୋଷ୍ଟ ରେଲ୍ଓ୍ବେ କହିଲା ସାମୟିକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଉତ୍ତର ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳ ମଣ୍ଡଳ ଅନ୍ତର୍ଗତ କଲାଈଗ୍ରାମ ଓ ଗୁମାନି ହାଟ ରେଳ ସେକ୍ସନ ମଧ୍ୟରେ କୋଲାଇଗ୍ରାମ, ସାଲବାରୀ, ଫାଲକାଟା ଏବଂ ଗୁମାନି ହାଟ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ … Read More