ଆଜି ଇଣ୍ଡିଆ ମାରିବ ଚଉକା ଛକା, ପାକିସ୍ତାନକୁ ଆଦୌ ମିଳିବନି ମଉକା

ଦୁବାଇ,(ଓଡ଼ିଶା ଟାଇମ୍): ଆଜି ଆରମ୍ଭ ହେବ ବିଶ୍ବକପ ୨୦୨୧ର ସବୁଠୁ ଚର୍ଚ୍ଚିତ ,ଉତ୍ତେଜନା ପୂର୍ଣ୍ଣ ଏବଂ ଉଦବେଗ ଭରା ମ୍ୟାଚ । କାରଣ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ବିରୋଧୀ ଭାରତ ଓ ପାକିସ୍ତାନ । ଯେଉଁ ମହାଲଢେଇକୁ ସମଗ୍ର … Read More

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ପ୍ରଥମ ଦିନ ଆରମ୍ଭରେ ଶୋକ ପ୍ରସ୍ତାବ ଆସିବ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ । ନଭେମ୍ବର ୨୬, … Read More

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ

ବିହାର, (ଓଡିଶା ଟାଇମ୍) :ବିହାରରେ ଦ୍ୱିତୀୟ ପର‌୍ୟ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କୋଭିଡ କଟକଣା ମାନି ସକାଳ ୭ଟାରୁ ମତଦାନ ଚାଲିଛି । ୧୭ ଜିଲ୍ଲାର ୯୪ ସିଟ ପାଇଁ ଚାଲିଛି ଭୋଟିଂ । ୧୪ ଶହ ୬୩ ପ୍ରାର୍ଥୀଙ୍କ … Read More

ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି ସନ୍ଧ୍ୟା ୬ଟାରେ ଦେଶର ନାଗରିକଙ୍କ ନାଁରେ ଏକ ବାର୍ତା ଜାରି କରିବେ। ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ କଥା ଟ୍ବିଟ୍‌ କରି … Read More

ହାଥରସ ଗଣଦୁଷ୍କର୍ମ: ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଗଲେ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଥରାସ୍ ମାମଲାର ଶୁଣାଣି ହେବ। ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିବ ୟୁପି ପୋଲିସ ।  ଏଥିପାଇଁ … Read More

୭୮ ବର୍ଷରେ ପଦାର୍ପଣ କଲେ ବିଗ୍ ବି

ମୁମ୍ବାଇ, (ଓଡିଶା ଟାଇମ୍) : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ଜନ୍ମ ଦିନ । ବଲିଉଡ ସମ୍ରାଟ ବିଗ୍ ବି ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । … Read More

ଆଜି ଲୋକାର୍ପଣ ହେବ ଅଟଳ ଟନେଲ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ହିମାଚଳ ପ୍ରଦେଶ ମନାଲି ସ୍ଥିତ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟନେଲ ଉଦଘାଟନ କରିବେ । ଉଦଘାଟନ ପରେ ମୋଦି … Read More

ଆଜି ବିଶ୍ଵ ପର୍ଯ୍ୟଟନ ଦିବସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ତାରିଖରେ ବିଶ୍ଵ ପର‌୍ୟ୍ୟଟନ ଦିବସ ପାଳନ କରାଯାଏ। ପର‌୍ୟ୍ୟଟନ ଶିଳ୍ପର ବିକାଶ ଦିଗରେ ଏହି ଦିବସ ପାଳନ କରାଯାଏ। ବିଶ୍ୱ ପର‌୍ୟ୍ୟଟନ ଦିବସ ୨୦୨୦ର ବିଷୟବସ୍ତୁ ହେଉଛି, ‘ପର‌୍ୟ୍ୟଟନ ଏବଂ ଗ୍ରାମୀଣ ବିକାଶ’ … Read More

ଆଜି ଘୋଷଣା ହେବ ବିହାର ବିଧାନସଭା ପାଇଁ ନିର୍ବାଚନ ତାରିଖ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନର ଶୁକ୍ରବାର ବିହାର ବିଧାନସଭା ତାରିଖ ବାବଦରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଆଜି ଦିନ … Read More

ଆଜିଠୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା। କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି … Read More