ଟ୍ରେନ୍ରେ ଶିଶୁପୁତ୍ର ଜନ୍ମଦେଲେ ମହିଳା
ଭୁବନେଶ୍ବର, (ଓଡିଶା ଟାଇମ୍) : ତେଲେଙ୍ଗାନାର ଲିଙ୍ଗମପାଲିରୁ ବଲାଙ୍ଗିର ଆସୁଥିବା ଏକ ସ୍ପେଶାଲ ଟ୍ରେନ୍ରେ ଜଣେ ମହିଳା ଏକ ଶିଶୁପିତ୍ରକୁ ଜନ୍ମ ଦେଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୋଡ଼ିବାହଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ପତ୍ନୀ ମୀନା କୁମ୍ଭାର … Read More